ଇବ୍ ନଦୀରେ ଥିବା ପମ୍ପ୍‌ରେ ଫଶି ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | January 03, 2020 IST

ସୁନ୍ଦରଗଡ ୩।୧: ସୁନ୍ଦରଗଡ ରାଣୀ ବଗିଚା ଇବ୍ ନଦୀରେ ଥିବା ଜଳ ଉତ୍ତୋଳନ କେନ୍ଦ୍ର ପାଖରେ ଗାଧୋଇବା ସମୟରେ ପମ୍ପରେ ଫଶି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାଣୀ ବଗିଚାର ଖଢିଆପଡାର ସୀମା ସୁରେନେ । ତାଙ୍କ ବୟସ ୩୬ ବର୍ଷ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.