Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକ ରେଳଷ୍ଟେସନରେ ୩ପୁତ୍ର ସନ୍ତାନଙ୍କୁ ଜନ୍ମଦେଲେ ଟ୍ରେନ୍‌ରେ ଆସୁଥିବା ମହିଳା

ଭଣ୍ଡାରିପୋଖରୀ୧୫।୧୧:ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସ ଟ୍ରେନରେ ଆସୁଥିବା ଜଣେ ପ୍ରସୂତୀ ମହିଳା ଭଦ୍ରକ ରେଳ ଷ୍ଟେସନରେ ଜନ୍ମକଲେ ୩ ପୁତ୍ର ସନ୍ତାନ। ଭଦ୍ରକ ରେଳବାଇର ପୋଲିସ ଓ ଡାକ୍ତରଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ତାପରେ ମା’ ଓ ଛୁଆ ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମା’ ସୁସ୍ଥ ଥିବାବେଳେ ୩ ପୁତ୍ର ଅସୁସ୍ଥ ଅଛନ୍ତି । ବର୍ତ୍ତମାନ ମେଡିକାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି ।

206 Views

   ସମ୍ବନ୍ଧିତ ଖବର