ଭଦ୍ରକ ରେଳଷ୍ଟେସନରେ ୩ପୁତ୍ର ସନ୍ତାନଙ୍କୁ ଜନ୍ମଦେଲେ ଟ୍ରେନ୍ରେ ଆସୁଥିବା ମହିଳା

ଭଣ୍ଡାରିପୋଖରୀ୧୫।୧୧:ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସ ଟ୍ରେନରେ ଆସୁଥିବା ଜଣେ ପ୍ରସୂତୀ ମହିଳା ଭଦ୍ରକ ରେଳ ଷ୍ଟେସନରେ ଜନ୍ମକଲେ ୩ ପୁତ୍ର ସନ୍ତାନ। ଭଦ୍ରକ ରେଳବାଇର ପୋଲିସ ଓ ଡାକ୍ତରଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ତାପରେ ମା’ ଓ ଛୁଆ ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମା’ ସୁସ୍ଥ ଥିବାବେଳେ ୩ ପୁତ୍ର ଅସୁସ୍ଥ ଅଛନ୍ତି । ବର୍ତ୍ତମାନ ମେଡିକାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି ।
206 Views
ସମ୍ବନ୍ଧିତ ଖବର
ବ୍ୟଞ୍ଜନ ଦ୍ୱାଦଶୀରେ ଭୋଗ ଲାଗିଲା ୬୭୫ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ
9 December 2019
ବାଲେଶ୍ୱର ସବ୍ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ
9 December 2019
ରାଜ୍ୟରେ ଆଗକୁ ଆହୁରି ଦେଖାଦେବ ବିଜୁଳି ସଙ୍କଟ
9 December 2019
ଛାତ୍ରଛାତ୍ରୀଙ୍କୁ ନକଲି ବି.ଇ.ଡି ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ
9 December 2019