ପୋଲିସ ବିରୋଧରେ ଅସଦାଚରଣ ଅଭିଯୋଗ କଲେ ମହିଳା କନେଷ୍ଟବଳ
22/09/2019 at 2:41 PM

ସୁନ୍ଦରଗଡ଼ ୨୨/୯: ରାଉରକେଲା ଅବକାରୀ ଏସ୍ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି । ଅବକାରୀ ଏସ୍ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଏନେଇ ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅବକାରୀ କାର୍ଯ୍ୟାଳୟର ଜଣେ ମହିଳା କନେଷ୍ଟବଳ ।

ଗତ ୫ ମାସ ହେଲା ଅସଦାଚରଣର ଶିକାର ହେଉଥିଲେ ସେ ଏବଂ ଏନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିବା ଅଭିଯୋଗକାରୀ ମହିଳା କହିଛନ୍ତି ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021