ଧବଳେଶ୍ଵର ପୀଠରେ ମାତିଛନ୍ତି ମହିଳା ଚେନ୍ ଲୁଟେରା ଗ୍ୟାଙ୍ଗ : ଭିଡ଼ର ସୁଯୋଗ ନେଇ କରୁଛନ୍ତି ଲୁଟ , ଦେଖନ୍ତୁ ଚିତ୍ର
28/10/2019 at 2:21 PM

କଟକ ୨୮/୧୦: ଧବଳେଶ୍ଵର ପୀଠରେ ମାତିଛନ୍ତି ଚେନ୍ ଲୁଟେରା ଗ୍ୟାଙ୍ଗ। ଭିଡ଼ ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରୁଛନ୍ତି ଏହି ମହିଳା ଲୁଟେରା।

ଆଜି ତୃତୀୟ ସୋମବାର ଭିଡ଼ରେ ଚାରିଜଣ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହେବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରି ଗୁରୁଡିଝାଟିଆ ପୋଲିସ ଜଣେ ମହିଳା ଲୁଟେରାକୁ ଅଟକ ରଖି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
Related Posts
ଶିକାର କରିବାକୁ ଯାଇ ଶିକାରୀ ଗିରଫ, ଖସିଗଲେ ଆଉ ୩ ଜଣ
12 April 2021