Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବୋହୁ ଉପରେ ଶ୍ୱଶୁରର ଲୋଲୁପ ଦୃଷ୍ଟି

26/06/2018 at 10:01 AM

ଏଭଳି ସାଙ୍ଘାତିକ ଅଭିଯୋ ଆସିଛି କେନ୍ଦ୍ରାପଡା ଜିଲ୍ଲା ଘନଶ୍ୟାମପୁର ଗାଁରୁ | ପୀଡିତା ଏକ ସଂଗଠନର ସହାୟତାରେ ମାମଲା ଦାଏର କରିଛନ୍ତି | ଟାଙ୍ଗି ଥାନା ଗୋବିନ୍ଦପୁର ଗାଁରେ ସମ୍ପୃକ୍ତ ମହିଳା କେନ୍ଦ୍ରାପଡା ଘନଶ୍ୟାମପୁର ଗାଁର ଆଲୋକ ନାଏକଙ୍କୁ ବିବାହ କରିଥିଲେ | କିନ୍ତୁ ବାହାଘର ପରେ ଶ୍ୱଶୁର ବୋହୁ ପ୍ରତି ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି | ଏନେଇ ସ୍ୱାମୀକୁ ଜଣାଇବା ପରେ ଅତ୍ୟାଚାର ଆହୁରି ବଢିଯାଇଥିଲା | ନିର୍ଯ୍ୟାତନା ଅସହ୍ୟ ହେବା ପରେ ସାଇ ସେବା ସଂଗଠନ ସମ୍ପାଦିକଙ୍କ ଜଣାଇଥିଲେ ପୀଡିତା | ତାଙ୍କ ସହଯୋଗରେ କେନ୍ଦ୍ରାପଡା ପୋଲିସ ପୀଡିତାଙ୍କୁ ଉଦ୍ଧାର କରିଛି | ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି |

   Related Posts