Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଏକ କୋଟି ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମହିଳା ଗିରଫ- ସମ୍ପୃକ୍ତ ମହିଳାଙ୍କୁ କଟକରୁ ଗିରଫ କଲା ବ୍ରହ୍ମପୁର ପୁଲିସ୍

15/10/2019 at 11:19 PM

ବ୍ରହ୍ମପୁରଲ୧୫।୧୦ – ଏକ କୋଟି ୧୭ ଲକ୍ଷ ଟଙ୍କା ଠକେଇ ମାମଲାରେ ମହିଳା ଗିରଫ । ଗିରଫ ମହିଳା ଜଣକ ହେଲେ ରମ୍ଭା ଅଞ୍ଚଳର ମଧୁସ୍ମିତା ମହାପାତ୍ର । ମଧୁସ୍ମିତାଙ୍କୁ କଟକରୁ ବ୍ରହ୍ମପୁର ପୁଲିସ ଗିରଫ କରିଛି ।

ମଧୁସ୍ମିତା ନିଜକୁ ସେଣ୍ଟ୍ରାଲ୍ ଇଲେକ୍ଟ୍ରିକାଲ୍ ଅଥୋରିଟ୍ ଓଡିଶା ମୁଖ୍ଯ ବୋଲି ପରିଚୟ ଦେଇ ଅଭିଯୋଗକାରୀ ତ୍ରିପୁରା ପ୍ରସାଦ ରଥ ଏବଂ ଅନ୍ଯ ୧୫ ଜଣଙ୍କ ଠାରୁ ଏକ କୋଟି ୧୭ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ପୁଲିସ୍ ସୂଚନା ଦେଇଛି ।

   Related Posts