Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୨୪ ଗ୍ରାମ୍ ବ୍ରାଉନସୁଗାର ସହ ମହିଳା ଗିରଫ, ପୂର୍ବରୁ ସ୍ବାମୀ ଗିରଫ ହୋଇଥିଲେ

21/02/2020 at 9:08 AM

ଭଦ୍ରକ ୨୧।୨: ମହିଳାଙ୍କଠାରୁ ୨୪ ଗ୍ରାମ ବ୍ରାଉନସୁଗାର ଜବତ। ଭଦ୍ରକ ଜିଲ୍ଲା ବଉଳ ପୋଖରୀ ଅଞ୍ଚଳରୁ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ବ୍ରାଉନସୁଗାର ଜବତ କରିବା ସହ ମହିଳାଙ୍କୁ ଗିରଫ କରିଛି ।

ଗିରଫ ମହିଳା ଜଣଙ୍କ ହେଲେ କଲ୍ୟାଣୀ ମଲ୍ଲିକ । ସେ ଦୀର୍ଘ ଦିନ ଧରି ବ୍ରାଉନସୁଗାର ବେପାର କରୁଥିଲେ । ଜବତ ବ୍ରାଉନସୁଗାରର ମୂଲ୍ୟ ୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ମଧ୍ୟ ତାଙ୍କ ସ୍ଵାମୀ ବ୍ରାଉନସୁଗାର ବୋପାର କରିବା ଅଭିଯୋଗରେ ଗିରଫ ହୋଇଥିଲେ । କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏହି ମହିଳାଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରିଛି ।

   Related Posts