Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ବିବାହର ଦୁଇବର୍ଷ ପରେ ଯୌନ ଶୋଷଣ ଅଭିଯୋଗ ଆଣିଲା ସ୍ତ୍ରୀ

22/03/2019 at 8:31 PM

ଗୋରଖପୁର ୨୨/୩- ବିବାହର ଦୁଇ ବର୍ଷ ପରେ ସ୍ତ୍ରୀ ଆଣିଲା ଯୌନ ଶୋଷଣ ଅଭିଯୋଗ । ସ୍ବାମୀ ବିଭିନ୍ନ ସମୟରେ ଅପ୍ରାକୃତିକ ଯୌନ ସମ୍ବନ୍ଧ ଆଣିବା ଅଭିଯୋଗରେ ଥାନାରେ ଦ୍ଵାରସ୍ଥ ।

ଏଭଳି ଅଭାବନୀୟ ଘଟଣା ଗରଖପୁର ଏକ ଅଂଚଳରେ ଆସିଥିବା ସୂଚନା । ସ୍ବାମୀ ଅନେକ ସମୟରେ ମଦ୍ୟପାନ କରି ଘରକୁ ଫେରୁଥିଲେ । ସେ ସ୍ତ୍ରୀ ସହ ଯୌନ ସଂପର୍କ ରଖିବାସହ ଅପ୍ରାକୃତିକ ଶୋଷଣ ମଧ୍ୟ କରୁଥିଲେ । ଏଥିରେ ସ୍ତ୍ରୀ ପ୍ରତିବାଦ କରିବାରୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ।

ବିଳମ୍ବିତ ରାତିରେ ମଦ ପିଇ ଘରକୁ ଫରୁଥିବା ସ୍ବାମୀ ସବୁବେଳେ ଯୌନ ନିର୍ଯ୍ୟାତନା ଦେବା କଥା ସ୍ତ୍ରୀ ଆଣିଛନ୍ତି ଥାନାରେ ଅଭିଯୋଗ । ସେ ବୈବାହିକ ଜୀବନରେ ପିଲାଛୁଆ ଜନ୍ମ କରି ପାରୁ ନଥିଲେ ମଧ୍ୟ ସ୍ବାମୀଙ୍କ ଦ୍ଵାରା ଏଭଳି ଯୌନଶୋଷଣରେ ଶିକାର ହେବା ଅତିଷ୍ଠ ହେବାରୁ ଥାନାରେ ଆଣିଛନ୍ତି ଅଭିଯୋଗ ।

ସେ ଅନେକଥର ଶଶ୍ଵରଘର ଲୋକଙ୍କୁ କହିଥିଲେ ମଧ୍ୟ କେହି ଶୁଣି ନଥିଲେ । ବାରମ୍ବାର ଏଭଳି ଯୌନଶୋଷଣରେ ଶିକାର ହେବାରୁ ଥାନାରେ ଆଣିଛନ୍ତି ଅଭିଯୋଗ ।

ଏବାବଦରେ ପୋଲିସରେ ଜଣାଇବାପରେ ଉପଯୁକ୍ତ ପଦକ୍ଷେପ ନେବା କଥା ପୋଲିସ କହିଛି ।

   Related Posts