ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ
20/01/2021 at 4:51 PM

ବଲାଙ୍ଗୀର ୨୦।୧: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ବଲାଙ୍ଗୀର ଗସ୍ତ କରିଛନ୍ତି ଅସିତ ତ୍ରିପାଠୀ । ବରଗଡ଼ରୁ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ଜିଲ୍ଲାପାଳଙ୍କୁ ସମ୍ମିଳନୀ କକ୍ଷରେ ଏକ ଜରୁରୀ ସମୀକ୍ଷା ବୈଠକରେ ସେ ଯୋଗଦେଇଛନ୍ତି । ବିଭିନ୍ନ ବିଭାଗର ବହୁ ଅଧିକାରୀ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ବିକାଶ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ।
Related Posts
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021
ଘରୋଇ କଳହ ହେଲା କାଳ, ବାପାକୁ କଟୁରିରେ ହାଣି ହତ୍ୟା କଲା ପୁଅ
25 February 2021
ଗାଈ ପାଟିରେ ଫୁଟିଲା ବୋମା
25 February 2021
ମହାନଦୀକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଉତ୍ତର ରଖିଲେ ମନ୍ତ୍ରୀ
25 February 2021