Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଟୋ ଚାଳକଙ୍କୁ ଚିହ୍ନି ପାରିଲେ ସାକ୍ଷୀ

7/11/2019 at 7:26 PM

ଚଣ୍ଡିଗଡ଼୭/୧୧: ୨୦୧୫ ମସିହା ଏପ୍ରିଲ ମାସରେ ୟୁଏସରେ ରହୁଥିବା ଜଣେ ମହିଳାଙ୍କୁ ଅଟୋ ଚାଳକ ଓ ତାର ସାଥୀ ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାର ମାତ୍ର ଜଣେ ସାକ୍ଷୀ ଅଛନ୍ତି। ସେ  ହେଉଛନ୍ତି ଗଗନପ୍ରିତ୍ ସିଂହ। କୋର୍ଟରେ ଅଭିଯୁକ୍ତ ବଲଦେବ ସିଂହ ପହଞ୍ଚିବା ମାତ୍ରେ ତାକୁ ଗଗନପ୍ରିତ ସିଂହ ଚିହ୍ନି ଦେଇଥିଲେ।

ଏହି ଘଟଣାରେ ଅଭିଯୁକ୍ତ ଅଟୋ ଚାଳକକୁ ପୋଲିସ ଗିରଫ କରିଛି। ଏ ସବୁ ଘଟଣାକୁ ଦେଖିଥିବା ଗଗନପ୍ରିତିଙ୍କ କହିବା ଅନୁସାରେ ହୋଟେଲରେ ରୁମ ବୁକିଂ କରି ଦେବ କହି ପୀଡ଼ିତା ମହିଳାଙ୍କୁ ଅଭିଯୁକ୍ତ ଅଟୋ ଚାଳକ ସାଙ୍ଗରେ ନେଇଯାଇଥିଲା।  

ଗଗନପ୍ରିତ ସାକ୍ଷୀ ଦେଲେ ଦୋଷୀ ଦଣ୍ଡ ପାଇବେ ନ ହେଲେ ମୁକ୍ତ ହୋଇଯିବ ବୋଲି ଅଦାଲତ କହିଛନ୍ତି। କାହିଁକି  ନା ଭିଡିଓ କନଫରେନସିଂ ଦ୍ବାରା କୋର୍ଟରେ ମହିଳାଙ୍କ ବୟାନ ରେକର୍ଡ ହୋଇଥିଲା। କିନ୍ତୁ କୋର୍ଟରେ ଉପସ୍ଥିତ ଥିବା ଅଭିଯୁକ୍ତ ଅଟୋ ଚାଳକକୁ ପୀଡ଼ିତା ମହିଳା ଚିହ୍ନି ପାରି ନଥିଲେ। ତେଣୁ ପ୍ରତ୍ୟେକ୍ଷ ଦର୍ଶୀ ଗଗନପ୍ରିତଙ୍କ କଥା ଅନୁସାରେ  କୋର୍ଟ ନ୍ୟାୟ ପ୍ରଦାନ କରି ପାରନ୍ତି ବୋଲି ଆଶା କରାଯାଉଛି।

   Related Posts