Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ ଉପରେ କିଙ୍ଗସ୍‌ର ବିଜୟ, ୯ ଓ୍ବିକେଟ୍‌ରେ ଜିତିଲା ପଞ୍ଜାବ
  • ||
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||

୪୮ ଘଣ୍ଟା ଭିତରେ କ୍ରିକେଟ ଖେଳରୁ ସନ୍ୟାସ ନେଇପାରନ୍ତି ଧୋନି !

16/07/2019 at 8:44 PM

ନୂଆଦିଲ୍ଲୀ୧୬|୭: ୨୦୧୯ ବିଶ୍ବକପ ଖେଳ ସମାପ୍ତ ହୋଯାଇଛି। ଆସନ୍ତା ଜୁଲାଇ ୧୯ ତାରିଖରେ ଭାରତୀୟ କ୍ରିକେଟ ଟିମ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟ ଧୋନୀଙ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଭାରତୀୟ କ୍ରିକେଟ ଟିମ  ଓ୍ବିଷ୍ଟଇଣ୍ଡିଜ ଗସ୍ତ ଯିବା ପୂର୍ବରୁ ଧୋନୀ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି ବୋଲ ଚର୍ଚ୍ଚା ହେଉଛି। ଧୋନୀ ଏହି ବାବଦରେ ସଠିକ୍ ସ୍ପଷ୍ଟିକରଣ ଦେଇନାହାନ୍ତି ।

 ଆଗାମୀ ମ୍ୟାଚ ପାଇଁ ଧୋନିକୁ ବିସିସିଆଇ ଚୟନ ନକରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି। ଚଳିତ ବିଶ୍ବକପରେ ଧୋନି ଧିମେଇ ଧିମେଇ ଖେଳୁଥିବାରୁ ଆଗାମୀ ମ୍ୟାଚରେ ଧୋନୀଙ୍କୁ ବାଦ ଦିଆଯିବ। ଜୁଲାଇ ୧୯ରେ ଟିମ ଇଣ୍ଡିଆ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବ। ମାତ୍ର ଅଳ୍ପ ସମୟ ଟିମ ଇଣ୍ଡିଆ ପାଖରେ ରହିଛି। ୪୮ ଘଣ୍ଟା ମଧ୍ୟରେ ଧୋନୀ କ୍ରିକେଟ ଖେଳରୁ ସନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

 ଏହି ବାବାଦରେ ଏମଏସକେ ପ୍ରସାଦ ଧୋନୀଙ୍କ ସହ କଥା ହେବ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। କ୍ରିକେଟ ଜଗତରେ ଜଣେ ସୁଦକ୍ଷ ଖେଳାଳୀ ଭାବରେ ପରିଚିତ ମହେନ୍ଦ୍ର ସିଂହ ଧୋନି। ଏଥିସହ ଜଣେ ସଫଳ ଅଧିନାୟକ ଭାବରେ ମଧ୍ୟ ସେ ବେଶ ନାଁ କରିଛନ୍ତି।

   Related Posts