Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବ୍ରିଟିଶ ଅଭିନେତ୍ରୀ ହିଲାରୀ ହେଥଙ୍କ ମୃତ୍ୟୁ : କରୋନାରେ ଥିଲେ ଆକ୍ରାନ୍ତ

11/04/2020 at 1:20 PM

ହରର ଫିଲ୍ମ ୱିଚଫିଣ୍ଡର ଜେନେରାଲର ଜଣାଶୁଣା ବ୍ରିଟିଶ ଅଭିନେତ୍ରୀ ହିଲାରୀ ହେଥ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି | ତାଙ୍କ ମୃତ୍ୟୁ ଖବର ତାଙ୍କ ନାତି ଆଲେକ୍ସ ୱିଲିୟମ୍ସ ଗତ ସପ୍ତାହରେ ଫେସବୁକରେ ନିଶ୍ଚିତ କରିଥିଲେ।

ଅଭିନୟ ବ୍ୟତୀତ, ସେ ୧୯୯୫ ମସିହାରେ ଏକ ଅଦ୍ଭୁତ ବିଗ୍ ଆଡଭେଞ୍ଚର ଫିଲ୍ମ ବ୍ୟାଙ୍କ୍ରୋଲରେ ଅଭିନୟ କରିଥିଲେ |

 ଇଂଲଣ୍ଡର ଲିଭରପୁଲରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଅଭିନେତ୍ରୀ ୧୯୬୮ ମସିହାରେ ମାଇକେଲ ରିଭ୍ସଙ୍କ ହରର ଫିଲ୍ମ ୱିଚଫିଣ୍ଡର ଜେନେରାଲରେ ବଡ ପରଦାରେ ଡେବ୍ୟୁ କରିଥିଲେ।

   Related Posts