ଧୀରେ ଧୀରେ ବଢୁଛି ଶୀତର ପ୍ରକୋପ, ଚା' ଦୋକାନରେ ଲାଗୁଛି ଗହଳି

Published By : Prameya-News7 Bureau | November 10, 2021 IST

ମୋହନା ୧୦/୧୧: ଗଜପତି ଜିଲ୍ଲା ମୋହନା ରେ ଶୀତର ପ୍ରକୋପ ଧୀରେ ଧୀରେ ଅନୁଭୂତ ହେଉଛି । ଶୀତ ଦାଉରୁ ରକ୍ଷା କରିବା ପାଇଁ ଲୋକେ ଶୀତ ବସ୍ତ୍ର ପରିଧାନ କରିବା ସହ ନିଆଁ ପାଖରେ ବସୁଥିବା ଦେଖିବାକୁ ମିଳୁଛି ।

wp:gallery {"ids":[541436],"linkTo":"none"} /wp:gallery

ଚା ଦୋକାନରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି । ଲୋକେ ସକାଳୁ ସକାଳୁ ବୁଲିବା ପାଇଁ ପସନ୍ଦ କରୁଥିବା ବେଳେ ଖେଳ ପଡିଆରେ ମଧ୍ୟ ବ୍ୟାୟାମ କରୁଛନ୍ତି । ଏହାସସ ସକାଳୁ ସକାଳୁ ଘନ କୁହୁଡିର ଆସ୍ତର ମଧ୍ୟ ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.