Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ରାଜଧାନୀରେ ଶୀତ ଲହରୀ ଜାରି ,୨୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

18/12/2019 at 8:57 AM

ନୂଆଦିଲ୍ଲୀ ୧୮।୧୨: ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି । ୨୨ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଶୀତ । ୧୨ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା ।   ଅତ୍ୟଧିକ ଥଣ୍ଡା ଯୋଗୁଁ ଲୋକଙ୍କ ଜୀବନଯାତ୍ରା ଉପରେ ପ୍ରଭାବ ପକାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସୂର୍ଯ୍ୟକିରଣ ପଡିନି । ବୁଧବାର ମଧ୍ୟ ତାପମାତ୍ରାରେ କିଛି ପରିବର୍ତ୍ତନ ଆସିନି । ଦିଲ୍ଲୀର ନଜଫଗଡ଼ରେ ସବୁଠାରୁ ଅଧିକ ଥଣ୍ଡା ହୋଇଛି । ଏଠାରେ ତାପମାତ୍ରା ୧୧.୧ ଡିଗ୍ରୀ ରହିଛି ।  ଜାଫରପୁର ଓ ମଙ୍ଗେଶପୁର ତାପମାତ୍ରା ୧୧.୬ ଡିଗ୍ରୀ, ପୁଷାରେ ତାପମାତ୍ରା ୧୧.୭ ଡିଗ୍ରୀ ସେଲସିୟସ ରହିଛି । ପଶ୍ଚିମ ହିମାଳୟ ଅଞ୍ଚଳର ଥଣ୍ଡା ପବନ ଦିଲ୍ଲୀ ପହଞ୍ଚି ଯାଇଛି । ଏଥି ସହିତ ଘନ କଳା ବାଦଲ ଯୋଗୁଁ ସୂର୍ଯ୍ୟକିରଣ ଦିଲ୍ଲୀରେ ପଡ଼ିପାରୁ ନାହିଁ । ଏହି କାରଣରୁ ଏଭଳି ସ୍ଥିତି ଦେଖାଯାଇଛି । ଅତ୍ୟଧିକ ଥଣ୍ଡା ଯୋଗୁ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

   Related Posts