ବିନିକା ଅଞ୍ଚଳରେ ଘନ କୁହୁଡି ସହ ଶୀତ ଲହରୀ ଜାରି, ଜନଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | January 19, 2022 IST

ବିନିକା ୧୯।୧: ମେଘୁଆ ପାଗ ପରେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘନ କୁହୁଡି ଓ ହାଡଭଙ୍ଗା ଶୀତର ଲହରୀ ଜାରି ରହିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

{"id":576277,"sizeSlug":"full","linkDestination":"none"}

ସକାଳ ୯ଟା ଯାଏଁ ବିନିକା ଅଞ୍ଚଳରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହିତିଲା । ସତେ ଯେମିତି ଧଳା ଚାଦରରେ ଢାଙ୍କି ହୋଇ ରହିଛି ଧରିତ୍ରୀ ରାଣୀ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି ।

{"id":576280,"sizeSlug":"full","linkDestination":"none"}

ଚା’ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସଞ୍ଜ ନଇଁଗଲେ ଗାଁଗୁଡିକରେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.