Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ଶୀତରୁ ରକ୍ଷା ପାଇବା ପାଇଁ ବୁଲା ଗେ।ରୁ ଗାଈ ପୁଁଇଛନ୍ତି ନିଆଁ – ଲମତାପୁଟରେ ହାଡଭଙ୍ଗା ଶୀତ

14/01/2020 at 5:06 PM

ଲମତାପୁଟ ୧୪।୦୧ – ଥରୁଛି ସାରା ରାଜ୍ୟ । କେ।ରାପୁଟ ଜିଲ୍ଲାର କାଶ୍ମୀର କୁହାଯାଉଥିବା ଲମତାପୁଟରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ପାରଦ ୫ ଡିଗ୍ରୀ ଛୁଇଁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହେ।ଇପଡିଛି ।

ଲମତାପୁଟରେ ହାଡଭଙ୍ଗା ଶୀତ । ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ଜନ ଜୀବନକୁ ପ୍ରଭାବିତ କରିଛି । କିଛି କିଛି ସ୍ଥାନରେ ତୁଷାରପାତ ହେଉଛି । ଦିନ ୯ଟା ଯାଏ ଘନ କୁହୁଡି ଆଛାଦିତ କରି ରଖୁଛି । ମୁହଁକୁ ମୁହଁ ଦିଶୁନି । ପ୍ରବଳ ଥଣ୍ଡା ସତ୍ବେ ସକାଳ ସକାଳୁ ମର୍ଣ୍ଣିଂ ଓ୍ୱାକ୍‌ର ମଜା ନେଉଛନ୍ତି ସହରବାସୀ । ଯେ।ଗ, ପ୍ରାଣାୟମ କରିବା ସହ ଗରମ ଗରମ ଚା ପିଇ ଶୀତ ଛଡାଉଛନ୍ତି ସମସ୍ତେ । ସେହିଭଳି ସଞ୍ଜ ନଉଁ ନଉଁ ଦେ।କାନ ବଜାର ବନ୍ଦ ହେ।ଇଯାଉଛି । ଶୀତ ଦାଉରୁ ଶୀଘ୍ର କାମ ସାରି ଯିଏ ଯାହାର ଘରେ ରହିବାକୁ ପସନ୍ଦ କରୁଛନ୍ତି ।

ଶୀତରୁ ପଶୁ ପକ୍ଷୀ ବି ବାଦ୍ ପଡିନାହାନ୍ତି । ବୁଲା ଗେ।ରୁ ଗାଈ ନିଆଁ ଜଳୁଥିବା ଜାଗାରେ ଅଟକି ଯାଉଛନ୍ତି । ସେପଟେ ପ୍ରବଳ ଶୀତ ସତ୍ବେ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ମାଛକୁଣ୍ଡ, କୋଲାବ ଓ ଜଲାପୁଟ ଜଳଭଣ୍ଡାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଶୀତର ମଜା ନେବା ସହ ବୁଲାବୁଲି କରି ସ୍ମୃତି ସାଉଁଟୁଛନ୍ତି ପର୍ଯ୍ୟଟକ ।

ଜାଡହାଡ ଭାଙ୍ଗି ଦେଲାଣି । ଆହୁରି ୨ଦିନ ଶୀତ ଲହରୀ ଜାରି ରହିବ ବେ।ଲି ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଛାନିଆ ଲମତାପୁଟବାସୀ ।

   Related Posts