ବାରହା ଚାଲାଣ ବେଳେ ଧରାପଡ଼ିଲା ବୋଲେରୋ, ଶିକାରୀ ଫେରାର

Published By : Prameya-News7 Bureau | October 02, 2019 IST

ଆଠମଲ୍ଲିକ ୨।୧୦: ବାରହା ଚାଲାଣ ବେଳେ ଧରାପଡ଼ିଲା ବୋଲେରୋ । ଘଟଣାସ୍ଥଳରୁ ଶିକାରୀ ଫେରାର ହୋଇଯାଇଛି । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ରେଞ୍ଜ୍ ର ପମ୍ପାସର ଜଙ୍ଗଲରୁ ଏକ ମୃତ ବାରହାକୁ ବୋଲେରୋରେ ନେବା ବେଳେ ଧରାପଡିଥିଲା । ବନବିଭଗ ବାରହା ଓ ବୋଲେରୋକୁ ଜବତ କରିଛି । ଏହି ଅଞ୍ଚଳରେ ଶିକାରୀ ସକ୍ରିୟ ଥିବାରର ଖବର ବନବିଭାଗ ନିକଟରେ ଥିଲେ ମଧ୍ୟ  ବନବିଭାଗ ଉଦାସୀନତା ଯୋଗୁଁ ଜଂଗଲ ଜନ୍ତୁ ଅବାଧରେ ଶିକାର ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.