Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସ୍ଵାମୀକୁ ୨୯ ଘଣ୍ଟା ଧରି ବନ୍ଦ କୋଠରୀରେ ରଖି ସ୍ତ୍ରୀ କଲା ଦୁଷ୍କର୍ମ ,ଦେହର ଭୋକ ମେଣ୍ଟେଇବାକୁ କରିଥିଲା ଏପରି କାମ

25/12/2018 at 8:07 PM

ଦକ୍ଷିଣ କୋରିଆ ୨୫/୧୨- ଜାଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ?

ଆପଣ ଭାବୁଥିବେ ବିଭିନ୍ନ ଦୁର୍ଷ୍କମ ମାମଲାରେ ଜଡ଼ିତ ହୁଏ ପୁରୁଷ,ହେଲେ  ଏସବୁ କେମିତି କରିପାରିବେ ମହିଳା । ପାରିବେ ଆଜ୍ଞା, ଏହି ଘଟଣାକୁ ଟିକେ ପଢ଼ିଦିଅନ୍ତୁ ,ଆପଣ କହିବେ ଆମେ ଯାହା କହୁଥିଲୁ ସତ କି ନୁହେଁ ।

ଏହିପରି ଘଟଣାଟିଏ ଘଟିଛି ଦକ୍ଷିଣ କୋରିଆରେ  । ଜଣେ ମହିଳା ତାଙ୍କ ସ୍ଵାମୀଙ୍କୁ କବାଟ-ଝର୍କା ବନ୍ଦ କରି ଲଗାତର ୨୯ ଘଣ୍ଟାଧରି ରଖିଛନ୍ତି ଶାରୀରିକ ସଂପର୍କ ।ଏହା ଦ୍ଵାରା ମହିଳା ଜଣକ ସୌକ ମେଣ୍ଟାଇବା କଥା କହିଛନ୍ତି ।

ଏହି ୪୦ ବର୍ଷିୟ ମହିଳାଙ୍କ ବିରୋଧରେ ତାଙ୍କ ସ୍ଵାମୀ ଆଣିଛନ୍ତି ଅଭିଯୋଗ । କୋର୍ଟ ବିବାହିତ ଜୀବନରେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସଂପର୍କକୁ ନିଷିଦ୍ଧ ଘୋଷଣା କରିଛି ।କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯାହା ସ୍ଵାମୀର ଇଚ୍ଛା ବିରୁଦ୍ଧରେ ସ୍ତ୍ରୀ କରିଛି ବାରମ୍ବାର ଦୁର୍ଷ୍କମ ।

   Related Posts