ସ୍ଵାମୀକୁ ୨୯ ଘଣ୍ଟା ଧରି ବନ୍ଦ କୋଠରୀରେ ରଖି ସ୍ତ୍ରୀ କଲା ଦୁଷ୍କର୍ମ ,ଦେହର ଭୋକ ମେଣ୍ଟେଇବାକୁ କରିଥିଲା ଏପରି କାମ

Published By : Prameya-News7 Bureau | December 25, 2018 IST

ଦକ୍ଷିଣ କୋରିଆ ୨୫/୧୨- ଜାଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ?

ଆପଣ ଭାବୁଥିବେ ବିଭିନ୍ନ ଦୁର୍ଷ୍କମ ମାମଲାରେ ଜଡ଼ିତ ହୁଏ ପୁରୁଷ,ହେଲେ  ଏସବୁ କେମିତି କରିପାରିବେ ମହିଳା । ପାରିବେ ଆଜ୍ଞା, ଏହି ଘଟଣାକୁ ଟିକେ ପଢ଼ିଦିଅନ୍ତୁ ,ଆପଣ କହିବେ ଆମେ ଯାହା କହୁଥିଲୁ ସତ କି ନୁହେଁ ।

ଏହିପରି ଘଟଣାଟିଏ ଘଟିଛି ଦକ୍ଷିଣ କୋରିଆରେ  । ଜଣେ ମହିଳା ତାଙ୍କ ସ୍ଵାମୀଙ୍କୁ କବାଟ-ଝର୍କା ବନ୍ଦ କରି ଲଗାତର ୨୯ ଘଣ୍ଟାଧରି ରଖିଛନ୍ତି ଶାରୀରିକ ସଂପର୍କ ।ଏହା ଦ୍ଵାରା ମହିଳା ଜଣକ ସୌକ ମେଣ୍ଟାଇବା କଥା କହିଛନ୍ତି ।

ଏହି ୪୦ ବର୍ଷିୟ ମହିଳାଙ୍କ ବିରୋଧରେ ତାଙ୍କ ସ୍ଵାମୀ ଆଣିଛନ୍ତି ଅଭିଯୋଗ । କୋର୍ଟ ବିବାହିତ ଜୀବନରେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସଂପର୍କକୁ ନିଷିଦ୍ଧ ଘୋଷଣା କରିଛି ।କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯାହା ସ୍ଵାମୀର ଇଚ୍ଛା ବିରୁଦ୍ଧରେ ସ୍ତ୍ରୀ କରିଛି ବାରମ୍ବାର ଦୁର୍ଷ୍କମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.