Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ନିଖୋଜ ମୀନା କେଉଁଠି ? ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ସ୍ୱାମୀ ଓ ପୁଅ

2/06/2018 at 12:07 PM

ଅନୁଗୋଳ ପୁରୁଣାକୋର୍ଟ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି । ମାର୍ଚ୍ଚ ୪ ତାରିଖରୁ ଅନ୍ତୁଳିଆ ବାଘୁଆନାଳି ଗାଁର କୃଷ୍ଣ ନାଏକଙ୍କ ସ୍ତ୍ରୀ ମିନାରାଣୀ ନିଖୋଜ ଥିବେବେଳେ ଆଜି ନ୍ୟାୟ ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟ ଆଗରେ କୃଷ୍ଣ ତାଙ୍କ ସାନ ପୁଅକୁ ନେଇ ଧାରଣା ଦେଇଥିଲେ । ହେଲେ ପୋଲିସ ଧାରଣା ସ୍ଥଳରୁ ଉଭୟଙ୍କୁ ଜୋର ଜବର ଦସ୍ତ ଉଠାଇ ଦେଇଥିବା ଜଣାପଡ଼ିଛି । ନିଖୋଜ ହେବାର ୩ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ସେପଟେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପିଉସୀ ପୁଅ କେଉଁଆଡ଼େ ନେଇଯାଇଥିବା ଖବର ଥାନାରେ ଅଭିଯୋଗ କରିଥିଲେ କୃଷ୍ଣ । ତେବେ କୃଷ୍ଣଙ୍କୁ କେବେ ନ୍ୟାୟ ମିଳିବ ଆଉ କେବେ ନିଖୋଜ ମହିଳାଙ୍କ ସନ୍ଧାନ ମିଳିବ ତାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply

   Related Posts