ସାତ ଜନ୍ମର ସଂପର୍କକୁ ଭୁଲିଗଲା ସ୍ବାମୀ: ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡରୁ ଗଣ୍ଡି କଲା ଅଲଗା
23/11/2020 at 4:24 PM

ଟାଙ୍ଗୀ୨୩/୧୧: ସ୍ତ୍ରୀର ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଲା ସ୍ବାମୀ। ପାରିବାରିକ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ପଞ୍ଚାୟତର ଗୋଡିଝର ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ହତ୍ୟାକାରୀ ସ୍ୱାମୀ ତଥା ବିଭୁ ରାଉତରାୟକୁ ଗାଁ ଲୋକେ ଘେରାଉ କରି ରଖିଛନ୍ତି। ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଭିଯୁକ୍ତ ସ୍ବାମୀକୁ ବାଣପୁର ପୋଲିସ୍ ଗିରଫ କରି ଅଧିକ ତଦନ୍ତ ଚଳାଇଛି।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021