ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ
Published By : Prameya-News7 Bureau | April 16, 2018 IST
ଉଦଳା ଶରତ ଥାନା କେନ୍ଦୁଘୁଟ ଗାଁର ଘଟଣା
ମୃତକ ହେଲେ ପୁନମୀ ଧୀର
ଅଭିଯୁକ୍ତି ସ୍ବାମୀ ଅର୍ଜୁନ ଧୀର ଘଟଣାସ୍ଥଳରୁ ଫେରାର
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିବା ସନ୍ଦେହ
ଘଟଣାସ୍ଥଳରେ ପହଞ୍ଚି ଶରତ ଥାନା ପୋଲିସର ତଦନ୍ତ