ଆଇସୋଲେସନ ସେଣ୍ଟରରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ ମୃତ୍ୟୁ ପରେ ସେଇଠି ଝୁଲି ପଡିଲେ ସ୍ତ୍ରୀ

ଜଗତସିଂପୁର, ୦୨|୦୭: ଜଗତସିଂହପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଆଇସୋଲେସନ ସେଣ୍ଟରରେ ଜଣେ ପ୍ରବାସୀ ଯୁବକଙ୍କର ମୃତ୍ୟୁ ହେବା ପରେ ସେହି ସେଣ୍ଟର ଭିତରେ ତାଙ୍କର ସ୍ତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି  । ଉଭୟ ଦମ୍ପତି ତେଲେଙ୍ଗାନାରୁ ଆସିବା ପରେ  ଏରସମା କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ।  ବୁଧବାର ସ୍ୱାମୀଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏରସମାରୁ ଅଣାଯାଇ ଏସଭିଏମ କଲେଜ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖା ଯାଇଥିଲା । … Continue reading ଆଇସୋଲେସନ ସେଣ୍ଟରରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ ମୃତ୍ୟୁ ପରେ ସେଇଠି ଝୁଲି ପଡିଲେ ସ୍ତ୍ରୀ