ପାରିବାରିକ କଳହରୁ ସ୍ତ୍ରୀକୁ ଶିଳପୁଆରେ ଛେଚି ମାରିଦେଲା ସ୍ୱାମୀ

Published By : Prameya-News7 Bureau | August 28, 2018 IST

କଟକ ୨୮।୮ : ଚୌଦ୍ୱାର ଟାଙ୍ଗି ଥାନା ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଗାଁରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଶିଳପୁଆରେ ଛେଚି ମାରିଦେଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ବଳରାମ ନାୟକ ତାର ସ୍ତ୍ରୀ ଦମୟନ୍ତିଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଟାଙ୍ଗୀ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ସହ ଘର ମାଲିକକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.