ସ୍ୱାମୀଙ୍କ ନିର୍ଯ୍ୟାତନା ସହିନପାରି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ : ନା ମାନେ ନା
1/05/2018 at 10:26 AM

ବିବାହର ୧୨ ବର୍ଷ ପରେ ବୈବାହିକ ଜୀବନରେ ତିକ୍ତତା
ଟଙ୍କା ପାଇଁ ସ୍ତ୍ରୀକୁ ଅତ୍ୟାଚାର
ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା
ଘଟଣା ଘଟିଛି ପୁରୀ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହିର
ଘଟଣାର ତଦନ୍ତ କରୁଛି କୁମ୍ଭାରପଡା ପୋଲିସ
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021