Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

କାହିଁକି ହୋଇଥାଏ ନଖରେ ଧଳା ଚିହ୍ନ? ଜାଣନ୍ତୁ ଏହାର କାରଣ

21/05/2021 at 10:46 PM

ନୂଆଦିଲ୍ଲୀ ୨୧/୦୫: ଅନେକ ଲୋକଙ୍କର ନଖରେ ଧଳା ଚିହ୍ନ ହୋଇଯାଇଥାଏ । ଏହା ଅନେକ କାରଣରୁ ହୋଇଥାଏ । କିନ୍ତୁ ପ୍ରାୟତଃ ଆମେ ଜାଣିଥାଉ ଯେ ଏହି ଚିହ୍ନଗୁଡିକ କ୍ୟାଲସିୟମ୍ ଅଭାବ ହେତୁ ହୋଇଥାଏ କିନ୍ତୁ ଏହା ଅନ୍ୟ କାରଣରୁ ମଧ୍ୟ ହୋଇପାରେ ।

Here's What It Means if You Have White Spots on Your Nails | The Healthy

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନଖରେ କୌଣସି ପ୍ରକାରର ଆଘାତ ହେତୁ ଏହି ଚିହ୍ନ ମଧ୍ୟ ହୋଇଥାଏ। ଆଘାତରେ, ନଖର କିଛି ଅଂଶ ଧଳା ହୋଇଯାଏ । ସମୟ ସହିତ, ନଖ ବଢିବା ହେତୁ ଧଳା ଚିହ୍ନ ମଧ୍ୟ କମି ଯାଇଥାଏ ।

ଏହା ବ୍ୟତୀତ ନଖ ସଂକ୍ରମଣ ମଧ୍ୟ ହୋଇପାରେ । ନଖ ମଧ୍ୟ ଅନେକ ରୋଗ ବିଷୟରେ କହିଥାଏ । ନଖରେ ଥିବା ଧଳା ଚିହ୍ନକୁ ପୁଙ୍କଟେଟ୍ ଲୁକୋନେକିଆ ବା ମିଲ୍କ ସ୍ପଟ୍ ମଧ୍ୟ କୁହାଯାଏ । ଏହା ଏକ ପ୍ରକାର ଆଘାତରୁ ହୋଇଥାଏ ଯାହା ଅଜାଣତରେ ନଖରେ ଘଟେ । ଏହା ଆମ ନଖର ଉପର ପୃଷ୍ଠକୁ କ୍ଷତି ପହଞ୍ଚାଏ ଏବଂ ଦାଗ ସୃଷ୍ଟି କରିଥାଏ ।

   Related Posts