ଭୁବନେଶ୍ବର୨୮/୧: ଓୟୁଏଟିରେ ବାର୍ଡ flu କାହିଁକି ବ୍ୟାପିଲା । ଏହା ପରେ ଅଭିଯୋଗ ହେଉଛି କୁକୁଡ଼ା ଗବେଷଣା କେନ୍ଦ୍ର ଫୋନି ବାତ୍ୟା ସମୟରେ ଗୁରୁତର ଭାବେ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କରାଯାଇ ନଥିଲା । ଯେଉଁଥିପାଇଁ ଓୟୁଏଟି ପରିସରକୁ ଆସୁଥିବା ବାହାର ପକ୍ଷୀଙ୍କଠାରୁ ସଂକ୍ରମଣ ବ୍ୟାପିଥାଇପାରେ। ତେବେ ଏନେଇ ଓୟୁଏଟି ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦିଆଯାଇନାହି।
ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ...