Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ମୋବାଇଲ ଫୋନ୍‌ରେ ବ୍ୟବହାର ହେଉଥିବା ସିମ୍‌ର ଗୋଟେ କୋଣ କାହିଁକି କଟା ହୋଇଥାଏ, ଜାଣନ୍ତୁ

19/08/2019 at 2:11 PM

ଆଜିକାଲି ମୋବାଇଲ ଫୋନ୍‌ ସମସ୍ତେ ବ୍ୟବହାର କରୁଛନ୍ତି। ସିମ୍‌ ବିନା ମୋବାଇଲ ଫୋନ୍‌ ବ୍ୟବହାର କରି ହେବ ନାହିଁ। ପ୍ରଥମେ ଫୋନରେ ଗୋଟିଏ ସିମ୍ ବ୍ୟବହାର କରି ହେଉଥିଲା କିନ୍ତୁ ଏବେ ଦୁଇଟି ସିମର ବ୍ୟବହାର ହୋଇ ପାରୁଛି। ତେବେ ସିମ୍‌ କାର୍ଡର ଗୋଟେ କୋଣ କଟା ହୋଇଥାଏ । ଏହାର କାରଣ ଅଧିକାଂଶ ଲୋକ ଜାଣିନଥାନ୍ତି।   

ପୂର୍ବରୁ ସିମ୍‌ର ୪କୋଣ ସମାନ ଥିଲା। ଏମିତିରେ ଲୋକଙ୍କୁ ଜଣା ପଡୁନଥିଲା ଯେ, ସିମ୍‌ର କେଉଁ ସାଇଡ୍ ଭିତରକୁ ରହିବ। ତେଣୁ ସେତେବେଳେ ସିମ୍‌କୁ ଓଲଟା ଲଗାଇବା ସମସ୍ୟା ହେଉଥିଲା। ଏହା ବ୍ୟତୀତ ସିମ୍‌ ଥରେ ଫୋନ୍‌ରେ ଇନ୍‌ସର୍ଟ କରିବା ପରେ କାଢିବା ପାଇଁ ଅନେକ ସମସ୍ୟା ହେଉଥିଲା।

ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଟେଲିକମ୍‌ କମ୍ପାନୀ କଟା ସିମ୍‌ ତିଆରି କରିବା ଆରମ୍ଭ କରିଥିଲା।ସିମ୍‌ ଆକାରରେ ପରିବର୍ତ୍ତନ ହୋଇଥିବାରୁ ମୋବାଇଲ ଫୋନ୍‌ର ଅନେକ ସମସ୍ୟାର ସମାଧାନ ହୋଇଥିଲା। କାରଣ ଏହା ଦ୍ବାରା ସିମ୍‌ ଇନ୍ସର୍ଟ କରିବା ସମସ୍ୟା ଦୂର ହୋଇଥିଲା।

 

   Related Posts