Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ପ୍ରତ୍ୟେକ ମନୁଷ୍ୟଙ୍କ ନାଭି ଭିନ୍ନ ଭିନ୍ନ କାହିଁକି ହୋଇଥାଏ : ଜାଣନ୍ତୁ

27/08/2019 at 12:02 PM

ବିଶ୍ବରେ ଏପରି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ସମସ୍ତଙ୍କୁ ଜଣାନଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାର ତଥ୍ୟ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କୁହାଯାଏ କୌଣସି ବ୍ୟକ୍ତିଙ୍କ ନାଭିରେ ରହୁଥିବା ବ୍ୟାକ୍ଟେରିଆର ପାଖାପାଖି ୨,୪୦୦ ପ୍ରଜାତି ରହିଛି। ଏହି ବ୍ୟାକ୍ଟେରିଆଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଜ୍ଞାନ ପାଇଁ ନୂଆ। ଏହା ସହିତ ଏପରି ମଧ୍ୟ କୁହାଯାଇଥାଏ ଯେ ଏହି ସେହି ଜୀବାଣୁଙ୍କ ସଂରଚନା ଯାହା ଆମ ପେଟରେ ଥିବା ନାଭିକୁ ଭିନ୍ନ କରିଥାଏ।

ଆଉ ଥରେ ବୈଜ୍ଞାନିକମାନେ ଏକ ବ୍ୟକ୍ତିଙ୍କ ନାଭିରେ ଜାପାନର ମାଟିରେ ମିଳୁଥିବା ବ୍ୟାକ୍ଟେରିଆ ପାଇଥିଲେ ଯାହା କେବେ​‌ ଭାରତରେ ଦେଖିବାକୁ ମିଳିନଥିଲା ଏବଂ ଭାରତ ସହ ଏହାର କୌଣସି ସମ୍ପର୍କ ନଥିଲା।

   Related Posts