Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

କାହିଁକି ନାରୀଙ୍କୁ ଜନ୍ମ ଦେଲେ ଭଗବାନ : ଜାଣନ୍ତୁ

12/04/2019 at 2:32 PM

ନାରୀ ଜାତିକୁ ସୃଷ୍ଟି କରିବା ପୂର୍ବରୁ ଭଗବାନ ନିଜ ଦେବଦୂତଙ୍କୁ ପଚାରିଥିଲେ ଯେ ନାରୀଙ୍କଠାରେ ଏପରି କେଉଁ ଗୁଣ ରହିବା ଉଚିତ ଯାହା ପୁରୁଷଙ୍କଠୁ ଭିନ୍ନ ହେବ। ଏଥିପାଇଁ ଉଭୟେ ମିଶି ଏକ ସାରଣୀ/ତାଲିକା କରିଥିଲେ। ନାରୀଙ୍କୁ ଏପରି ଗୁଣ ଦିଆଯାଇଥିଲା ଯେ ଏମାନେ ବଡ଼ ବଡ଼ ସଙ୍କଟରେ ମଧ୍ୟ ନିଜ ପରିବାରକୁ ହସି ହସି ସମ୍ଭାଳି ପାରିବେ। ନାରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ଦିଆଯାଇଥିଲା। ନାରୀଜାତିଙ୍କୁ ମମତା ଗୁଣ ମଧ୍ୟ ଦିଆଯାଇଥିଲା ଯାହା ଫଳରେ ସେମାନେ ନିଜ ପିଲାଙ୍କ ଯତ୍ନ ଭଲ ଭାବେ ନେଇପାରିବେ। ନାରୀଙ୍କୁ ପତିବ୍ରତା ଗୁଣ ଦିଆଯାଇଥିଲା। ଯାହା ଦ୍ବାରା ସେମାନେ ତାଙ୍କ ସ୍ବାମୀଙ୍କୁ ଖୁସିରେ ରଖିପାରିବେ।

ଯେତେବେଳେ ନାରୀର ଶରୀର ଗଠିତ ହେଲା ସେତେବେଳେ ଦେବଦୂତ ତାଙ୍କୁ ଛୁଇଁ ଦେଖିଥିଲେ ଏବଂ ଭଗବାନଙ୍କୁ କହିଥିଲେ ଯେ ଏହା ଅତ୍ୟନ୍ତ କୋମଳ। ଏହି କଥା ଶୁଣି ଭଗବାନ କହିଥିଲେ ଯେ ନାରୀଙ୍କ ମଧ୍ୟରେ  ଏତେ ମାତ୍ରାରେ ଶକ୍ତି ଉପାର୍ଜିତ ହୋଇ ରହିଛି ଯେ ଯେତେବେଳେ ଜଣେ ନାରୀ ତା’ର ପ୍ରକୃତ ରୂପରେ ଆସିବ ପୂରା ବ୍ରହ୍ମାଣ୍ଡକୁ ଦୋହଲାଇ ଦେବ। ଭଗବାନ ଶ୍ରୀକୃଷ୍ଣ ନିଜ ଭାଗବତ ଗୀତାରେ କହିଛନ୍ତି ଯେ ‘‘ ଯିଏ ସ୍ତ୍ରୀଙ୍କୁ ତିରସ୍କାର କରିଥାଆନ୍ତି ତାଙ୍କୁ ସହସ୍ର ବର୍ଷ ଯାଏଁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ।

କୈାଣସି ଅସହାୟ ନାରୀଙ୍କୁ ଭୁଲରେ ମଧ୍ୟ ତିରସ୍କାର କରନ୍ତୁ ନାହିଁ। ଅନ୍ୟର ଅସହାୟ ଝିଅ ଏବଂ ଭଉଣୀକୁ ହଇରାଣ କରିବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ।

   

   Related Posts