Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ମହିଳାଙ୍କ ସାର୍ଟରେ ନଥାଏ ପକେଟ୍, କାହିଁକି ଜାଣନ୍ତୁ

10/10/2019 at 3:36 PM

ଏମିତି ଅନେକ ଜିନିଷ ଅଛି ଯାହା ପ୍ରତିଦିନ ଘଟୁଥିଲେ ମଧ୍ୟ ମଣିଷ ଧ୍ୟାନ ଦେଇନଥାଏ। ଠିକ୍‌ ସେହିଭଳି ମହିଳାଙ୍କ ସାର୍ଟରେ ପକେଟ କାହିଁକି ନଥାଏ ଏହା ଅଧିକାଂଶ ଲୋକ ଜାଣିନଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ତେବେ ଏହାର ମୁଖ୍ୟ କାରଣ ଜାଣିଲେ ଲୋକେ ଆଚମ୍ବିତ ହେବେ।

ବର୍ତ୍ତମାନ ସମୟରେ ଆଜିକାଲିର ଲୋକେ ଫ୍ୟାସନ ପାଇଁ ଅନେକ ପ୍ରକାର ଡିଜାଇନର ଡ୍ରେସ ପିନ୍ଧନ୍ତି। ଆଜିକାଲି ମହିଳାମାନେ ପୁରୁଷଙ୍କ ଭଳି ସାର୍ଟ ପ୍ୟାଣ୍ଟ ମଧ୍ୟ ପିନ୍ଧୁଛନ୍ତି।ହେଲେ ପାର୍ଥକ୍ୟ ଏହା ଥାଏ ଯେ, ମହିଳାଙ୍କ ସାର୍ଟରେ ପକେଟ ନଥାଏ।

ଏହି ପରମ୍ପରା ଅନେକ ବର୍ଷ ଧରି ଚାଲିଆସୁଛି। ପୂର୍ବରୁ ଯେତେବେଳେ ମହିଳାଙ୍କ ଡ୍ରେସ ତିଆରି କରାଯାଉଥିଲା ସେଥିରେ ପକେଟ୍‌ ରହୁନଥିଲା। ଏହାର ମୁଖ୍ୟ କାରଣ ଥିଲା ମହିଳା ସୁଲଭ ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ ହେବାର ଭୟ । ଏହା ବ୍ୟତୀତ ପୁରୁଷ ଓ ନାରୀଙ୍କ ପୋଷାକରେ ପ୍ରଭେଦ ରଖିବା ପାଇଁ ମଧ୍ୟ ମହିଳାଙ୍କ ସାର୍ଟରେ ଉଦ୍ଦେଶ୍ୟମୂଳକ ଭାବେ ପକେଟ ରଖାଯାଉନଥିଲା । ସେହି ପରଂପରାକୁ ଏବେ ବି ପାଳନ କରାଯାଉଛି । ତେବେ କିଛି କିଛି ଡିଜାଇନର ପରଂପରାକୁ ଭାଙ୍ଗି ମହିଳାଙ୍କ ସାର୍ଟରେ ପକେଟ ରଖିଲେଣି ।   

 

   Related Posts