Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଅପରେସନ କରିବାବେଳେ ଡାକ୍ତରମାନେ ସବୁଜ ପୋଷାକ କାହିଁକି ପିନ୍ଧିଥାଆନ୍ତି ? ଜାଣନ୍ତୁ

9/04/2019 at 3:23 PM

 ଆମ ଜୀବନରେ ଏବଂ ଆଖପାଖରେ ଘଟୁଥିବା ଘଟଣା ଏବଂ ପରିସ୍ଥିତି ପ୍ରତି ଆମେ କେବେ ଧ୍ୟାନ ଦେଉନାହୁଁ। କେତେକ ପରିସ୍ଥିତିରେ ଆମେ ଏହା ହେବା ପଛରେ କାରଣ ଜାଣିବା ଲାଗି ଉତ୍ସୁକ ରହିଥାଉ ଏବଂ ଆଉ କେତେକ ଜିନିଷ ଆମେ ଜାଣି ପାରିନଥାଉ। ଏହି ଜିନିଷର ଏକ ଉଦାହରଣ ଆମକୁ ହସ୍ପିଟାଲରେ ମିଳିଥାଏ। ଯେଉଁଠାରେ ଆମେ ଡାକ୍ତରଙ୍କୁ ଧଳା ପୋଷାକ ପିନ୍ଧିଥିବାର ଦେଖିଥାଉ। କିନ୍ତୁ ଅପରୋସନ ସମୟରେ ସେହି ଡାକ୍ତରମାନେ ଆଇସିୟୁରେ ସବୁଜ ପୋଷାକ ପିନ୍ଧିଥାଆନ୍ତି।  

ବେଳେବେଳେ ଆପଣ ଭାବୁଥିବେ ଯେ ଏପରି କାହିଁକି ହୋଇଥାଏ? କେବଳ ଅପରେସନ ସମୟରେ ସବୁଜ ପୋଷାକ କାହିଁକି ବ୍ୟବହାର କରାଯାଇଥାଏ? ଆଜି ଆମେ ଜାଣିବା ଏହା ପଛରେ ରହିଥିବା କାରଣ ବିଷୟରେ

ଆରମ୍ଭରୁ ସମସ୍ତ ଚିକିତ୍ସା କର୍ମଚାରୀ ଧଳା ପୋଷାକ ପିନ୍ଧୁଥିଲେ। ୧୯୧୪ମସିହାରେ ଗୋଟିଏ ଦିନ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପରିକ ପୋଷାକକୁ ସବୁଜ ରଙ୍ଗ ପକ୍ଷରେ ଛାଡ଼ି ଦେଇଥିଲେ। ଏବଂ ପରେ ନୀଳ ରଙ୍ଗ ମଧ୍ୟ ବ୍ୟବହାର କରିଥିଲେ। କାରଣ ଧଳା ପୋଷାକର ସମସ୍ୟା ଏୟା ଥିଲା ଯେ ଯଦି ସର୍ଜନମାନେ ଅପରେସନ କରୁଥିବାବେଳେ ନିଜ ସହଯୋଗୀଙ୍କ ରକ୍ତ ଦାଗ ଲାଗିଥିବା ସ୍ବଚ୍ଛ ପୋଷାକକୁ ସ୍ଥିର ଭାବେ ଚାହିଁକି ରହୁଥିଲେ ତେବେ କିଛି କ୍ଷଣ ପାଇଁ ଏହା ସର୍ଜନଙ୍କୁ ଅନ୍ଧ କରିଦେଉଥିଲା।

ପ୍ରକୃତ କାରଣ ହେଉଛି ଏହା ଯେ ସବୁଜ ଏବଂ ନୀଳ ଦୃଶ୍ୟ ପ୍ରକାଶର ସ୍ପେକ୍ଟ୍ରମରେ ଲାଲର ବିପରୀତ ଅଟେ। ଏବଂ ଅପରେସନ ସମୟରେ ସର୍ଜନ ପ୍ରାୟତଃ ଲାଲ ରଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ଏଥିପାଇଁ ସବୁଜ ଏବଂ ନୀଳ ରଙ୍ଗ କେବଳ ଜଣେ ଡାକ୍ତରଙ୍କ ଦୃଶ୍ୟ ତୀକ୍ଷ୍ଣତାକୁ ସୁଧାରିବାକୁ ଉଦ୍ୟମ କରିନଥାଏ ବରଂ ସେମାନଙ୍କୁ ଲାଲ ରଙ୍ଗ ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ।   

   Related Posts