ରାତିରେ କାହିଁକି କରାଯାଏ ନାହିଁ ଶବର ପୋଷ୍ଟମର୍ଟମ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
28/05/2019 at 4:22 PM

ବ୍ୟକ୍ତିର ମୃତ୍ୟୁ ପରେ ଶବର ପରୀକ୍ଷଣ କରିବା ପାଇଁ ପୋଷ୍ଟମର୍ଟମ କରାଯାଏ। ଏଥିରୁ ଜଣାପଡେ ଯେ ବ୍ୟକ୍ତିର ମୃତ୍ୟୁ କେଉଁ କାରଣରୁ ହୋଇଛି। ଏହି ପ୍ରକ୍ରିୟା ମୃତ୍ୟୁର ୧୦ଘଣ୍ଟା ଭିତରେ ହିଁ କରାଯାଏ। ଏବଂ ପୋଷ୍ଟମର୍ଟମ କରିବା ପୂର୍ବରୁ ପରିବାର ଲୋକଙ୍କୁ ସହମତି ନିଆଯାଇଥାଏ।
ପ୍ରାୟତଃ ଆପଣ ଦେଖିଥିବେ କେବେ କେବେ ରାତିରେ ଡାକ୍ତର ପୋଷ୍ଟମର୍ଟମ କରନ୍ତି ନାହିଁ। କାରଣ ରାତିରେ ଟ୍ୟୁବଲାଇଟ୍ ଏବଂ ଏଲ୍ଇଡି ଆଲୁଅରେ ଆଘାତର ନାଲି ରଙ୍ଗ ବାଇଗଣୀ ରଙ୍ଗ ଦେଖାଯାଏ। କିନ୍ତୁ ସୂର୍ଯ୍ୟ ଆଲୁଅରେ ଆଘାତର ନାଲି ରଙ୍ଗ ନାଲି ହିଁ ଦେଖାଯାଇଥାଏ। ଏହି କାରଣରୁ ଫରେନ୍ସିକ ସାଇନ୍ସରେ ବାଇଗଣୀ ରଙ୍ଗ ଆଘାତକୁ ଉଲ୍ଲେଖ କରାଯାଇପାରିନଥାଏ। ଏଥିରୁ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନଥାଏ।
ଏହା ବ୍ୟତୀତ ଆମ ଧର୍ମରେ ମଧ୍ୟ ପୋଷ୍ଟମର୍ଟମ କରିବାକୁ ଅନୁମତି ଦିଆଯାଇନଥାଏ। ଏଥିପାଇଁ ଡାକ୍ତରଙ୍କୁ ରାତିରେ ପୋଷ୍ଟମର୍ଟମ କରିବାକୁ ମନା କରାଯାଇଥାଏ। କୋର୍ଟ ମଧ୍ୟ ଡାକ୍ତରଙ୍କୁ ମନା କରିଥାଏ ପୋଷ୍ଟମର୍ଟମ କରିବା ପାଇଁ
ମନା କରିଥାଏ ।