Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ରାତିରେ କାହିଁକି କରାଯାଏ ନାହିଁ ଶବର ପୋଷ୍ଟମର୍ଟମ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

28/05/2019 at 4:22 PM

ବ୍ୟକ୍ତିର ମୃତ୍ୟୁ ପରେ ଶବର ପରୀକ୍ଷଣ କରିବା ପାଇଁ ପୋଷ୍ଟମର୍ଟମ କରାଯାଏ। ଏଥିରୁ ଜଣାପଡେ ଯେ ବ୍ୟକ୍ତିର ମୃତ୍ୟୁ କେଉଁ କାରଣରୁ ହୋଇଛି। ଏହି ପ୍ରକ୍ରିୟା ମୃତ୍ୟୁର ୧୦ଘଣ୍ଟା ଭିତରେ ହିଁ କରାଯାଏ। ଏବଂ ପୋଷ୍ଟମର୍ଟମ କରିବା ପୂର୍ବରୁ ପରିବାର ଲୋକଙ୍କୁ ସହମତି ନିଆଯାଇଥାଏ।

ପ୍ରାୟତଃ ଆପଣ ଦେଖିଥିବେ କେବେ କେବେ ରାତିରେ ଡାକ୍ତର ପୋଷ୍ଟମର୍ଟମ କରନ୍ତି ନାହିଁ। କାରଣ ରାତିରେ ଟ୍ୟୁବଲାଇଟ୍ ଏବଂ ଏଲ୍ଇଡି ଆଲୁଅରେ ଆଘାତର ନାଲି ରଙ୍ଗ ବାଇଗଣୀ ରଙ୍ଗ ଦେଖାଯାଏ। କିନ୍ତୁ ସୂର୍ଯ୍ୟ ଆଲୁଅରେ ଆଘାତର ନାଲି ରଙ୍ଗ ନାଲି ହିଁ ଦେଖାଯାଇଥାଏ। ଏହି କାରଣରୁ ଫରେନ୍ସିକ ସାଇନ୍ସରେ ବାଇଗଣୀ ରଙ୍ଗ ଆଘାତକୁ ଉଲ୍ଲେଖ କରାଯାଇପାରିନଥାଏ। ଏଥିରୁ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନଥାଏ।

ଏହା ବ୍ୟତୀତ ଆମ ଧର୍ମରେ ମଧ୍ୟ ପୋଷ୍ଟମର୍ଟମ କରିବାକୁ ଅନୁମତି ଦିଆଯାଇନଥାଏ। ଏଥିପାଇଁ ଡାକ୍ତରଙ୍କୁ ରାତିରେ ପୋଷ୍ଟମର୍ଟମ କରିବାକୁ ମନା କରାଯାଇଥାଏ। କୋର୍ଟ ମଧ୍ୟ ଡାକ୍ତରଙ୍କୁ ମନା କରିଥାଏ ପୋଷ୍ଟମର୍ଟମ କରିବା ପାଇଁ
ମନା କରିଥାଏ ।



   Related Posts