Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୃତ ବ୍ୟକ୍ତିଙ୍କ ଆଖି କାହିଁକି ବନ୍ଦ କରାଯାଇଥାଏ : ଜାଣନ୍ତୁ

10/05/2019 at 2:54 PM

ମନୁଷ୍ୟ ଶରୀରରେ ଆଖି ଏକ ଏପରି ଜିନିଷ ଯାହା ତାକୁ ଅସହଜ କରିଥାଏ,ଏଥିପାଇଁ ଖୋଲା ଆଖି ଜୀବିତ ବ୍ୟକ୍ତିଙ୍କୁ ଶୋଭା ପାଇଥାଏ। ଅନେକ ଲୋକଙ୍କ ଆଖି ମରିବା ସମୟରେ ବନ୍ଦ ହୋଇଥାଏ, କିନ୍ତୁ ସମସ୍ତଙ୍କର ଏପରି ହୋଇନଥାଏ।

ଜଣେ ମୃତ ବ୍ୟକ୍ତିର ଆଖି କୈାଣସି ଜିନିଷ ଦେଖିପାରେ ନାହିଁ। ଆଖି ଖୋଲା ରହିଲେ ଆଖିରେ କଠିନ ପରଳ ପଡ଼ିଯାଇଥାଏ। ଯାହାକୁ ଏକ୍ସପୋଜର କୁହାଯାଇଥାଏ। ଏହା ପବନ ସଂସ୍ପର୍ଶରେ ଆସିବା ଫଳରେ ହୋଇଥାଏ। ଯାହା ଦ୍ବାରା ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଥାଏ। ଯଦି କୈାଣସି ବ୍ୟକ୍ତିଙ୍କ ଚକ୍ଷୁଦାନ କରିବାକୁ ଚାହୁଁଥିବେ ତେବେ ତାଙ୍କ ମୃତ୍ୟୁ ପରେ ତୁରନ୍ତ ଚକ୍ଷୁଦାନ କରିବା ଉଚିତ୍।

   Related Posts