Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କିଏ ସେହି ବ୍ୟକ୍ତି ନୀତା ଅମ୍ବାନୀଙ୍କ ମେକଅପ୍ ଆର୍ଟିଷ୍ଟ, ଜାଣନ୍ତୁ କେତେ ନିଅନ୍ତି ଫି’

15/11/2021 at 9:53 AM

ନୂଆଦିଲ୍ଲୀ ୧୫/୧୧: ଏହି ବୟସରେ ବି ନୀତା ଅମ୍ବାନୀଙ୍କ ଲୁକ୍, ମେକ୍ ଅପ୍ ଏବଂ ଫ୍ୟାଶନ୍ ସେନ୍ସ ଲୋକଙ୍କୁ ବିସ୍ମିତ କରିଥାଏ। ପ୍ରତ୍ୟେକ ଇଭେଣ୍ଟରେ ତାଙ୍କ ଷ୍ଟାଇଲ୍ ବହୁତ ସୁନ୍ଦର ଏବଂ ଶ୍ରେଷ୍ଠ ଦେଖାଯାଏ। କିନ୍ତୁ ନୀତା ଅମ୍ବାନୀଙ୍କ ଏହି ସୌନ୍ଦର୍ଯ୍ୟର ରହସ୍ୟ କ’ଣ? ନୀତା ଅମ୍ବାନୀଙ୍କ ମେକଅପ୍ ଆର୍ଟିଷ୍ଟ କିଏ? ଏହି ପ୍ରଶ୍ନ ପ୍ରାୟତଃ ଲୋକଙ୍କ ମନରେ ଆସିଥାଏ। ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ…

Nita Ambani Personal Makeup Artist : कौन है नीता अंबानी का पर्सनल मेकअप आर्टिस्ट, कितनी है फीस ?

ସୂଚନା ଅନୁଯାୟୀ, ନୀତା ଅମ୍ବାନୀଙ୍କ ମେକଅପ୍ ଆର୍ଟିଷ୍ଟ ହେଉଛନ୍ତି ମିକି କଣ୍ଟ୍ରାକ୍ଟର। ମିକି କଣ୍ଟ୍ରାକ୍ଟର ବଲିଉଡର ଅନେକ ବଡ ଅଭିନେତ୍ରୀଙ୍କ ମେକଅପ୍ କରିଛନ୍ତି। ଏହି ଲିଷ୍ଟରେ କରୀନା କପୁର, ଦୀପିକା ପାଦୁକୋନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମାଙ୍କ ପରି ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି। ବର୍ତ୍ତମାନ, ମିକି କଣ୍ଟ୍ରାକ୍ଟର ନୀତା ଅମ୍ବାନୀଙ୍କ ପର୍ସନାଲ୍ ମେକଅପ୍ ଆର୍ଟିଷ୍ଟ।

Nita Ambani Personal Makeup Artist : कौन है नीता अंबानी का पर्सनल मेकअप आर्टिस्ट, कितनी है फीस ?

ମିକି କଣ୍ଟ୍ରାକ୍ଟର ଅନେକ ଇଭେଣ୍ଟ ପାଇଁ ନୀତା ଅମ୍ବାନୀଙ୍କ ମେକ୍ ଅପ୍ କରିଛନ୍ତି। କେବଳ ନୀତା ନୁହଁନ୍ତି ସେ ତାଙ୍କ ଝିଅ ଇଶା ଅମ୍ବାନୀ, ବୋହୂ ଶ୍ଲୋକା ଅମ୍ବାନୀଙ୍କ ମେକଅପ୍ ମଧ୍ୟ କରିଛନ୍ତି। ଖବର ଅନୁଯାୟୀ ମିକି କଣ୍ଟ୍ରାକ୍ଟର ମୁମ୍ବାଇରେ ଇଭେଣ୍ଟ ପାଇଁ ୭୫ ହଜାର ଟଙ୍କା ନେଉଥିବାବେଳେ ମୁମ୍ବାଇ ବାହାରେ ମେକଅପ୍ ପାଇଁ ୧ ଲକ୍ଷ ଟଙ୍କା ଫି ନିଅନ୍ତି।

Nita Ambani Personal Makeup Artist : कौन है नीता अंबानी का पर्सनल मेकअप आर्टिस्ट, कितनी है फीस ?

ମିକି କଣ୍ଟ୍ରାକ୍ଟର ତାଙ୍କ କାର୍ଯ୍ୟ ପାଇଁ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି। ଯେଉଁଥିରେ ଫିଲ୍ମ ହମ୍ ଆପକେ ହେ କୌନ୍, ଦିଲ୍ ତୋ ପାଗଲ୍ ହୈ, କୁଛ କୁଛ ହୋତା ହୈ, କଭି ଖୁସୀ କଭି ଗମ, କଲ ହୋ ନା ହୋ, ମୋହବତେଁ, ମାଇଁ ନେମ ଇଜ୍ ଖାନ୍, କାର୍ତ୍ତିକ କଲିଂ କାର୍ତ୍ତିକ, ଡନ୍,ଗୁଡ୍ ନ୍ୟୁଜ୍, ଇଂଲିଶ ମିଡିୟମ୍ ଅନ୍ତର୍ଭୁକ୍ତ। ମିକି କଣ୍ଟ୍ରାକ୍ଟର ଏହି ଫିଲ୍ମଗୁଡିକର କଳାକାରଙ୍କ ମେକ୍ ମେକଅପ୍ କରିଛନ୍ତି।

   Related Posts