Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଭାରତ ବାୟୋଟେକ୍‌ ବିକଶିତ କୋଭାକ୍ସିନ୍‌କୁ ମଞ୍ଜୁରୀ, ବହୁ ପ୍ରତୀକ୍ଷା ପରେ ବ୍ୟବହାର ପାଇଁ ଅନୁମତି ଦେଲା WHO

3/11/2021 at 5:50 PM

ନୂଆଦିଲ୍ଲୀ, ୦୩/୧୧: ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍‌ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନ୍‌କୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜରୁରୀକାଳୀନ ବ୍ୟବହାର ପାଇଁ WHO ଏହି ଅନୁମତି ପ୍ରଦାନ କରିଛି ।

  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ୍‌ ପରାମର୍ଶ ଗ୍ରୁପ୍‌ ବା ଟିଏଜି Emergency Use Listing (EUL) ବା ଜରୁରୀକାଳୀନ ବ୍ୟବହୃତ ଔଷଧ ଶ୍ରେଣୀରେ ଯୋଡ଼ିବା ପାଇଁ ବୁଧବାର ନିଷ୍ପତ୍ତି ନେଇଛନ୍ତି । ୨୬ ଅକ୍ଟୋବରରେ ବସିଥିବା ଟିଏଜିର ବୌଠକରେ କୋଭାକ୍ସିନ୍‌ର ପ୍ରସ୍ତୁତିକୁ ନେଇ ଅଧିକ ତଥ୍ୟ ମଗାଯାଇଥିଲା । ଏହାପରେ ବିଶ୍ୱରେ ଏହା ବ୍ୟବହୃତ ହୋଇପାରିବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ନ୍ୟୁଜ୍‌ ଏଜେନ୍ସି ଏନ୍‌ଆଇକୁ WHO ପକ୍ଷରୁ ସୂଚନା ଦିଆଯାଇଥିଲା ।

   Related Posts