Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶକ୍ତିଶାଳୀ ଦେଶ ତାଲିକାରେ ଭାରତ କେଉଁଠି…. ଜାଣନ୍ତି କି ?

4/04/2019 at 9:50 PM

ଆପଣ ସମସ୍ତେ ଜାଣନ୍ତି କି ଯେବେଠୁ ଦେଶରେ ଭାଜପା ସରକାର ଶାସନରେ ଅଛି, ସେବେଠାରୁ ଭାରତର ଦେଶ ବିଦେଶ ତଥା ସବୁଠି ଶକ୍ତି ବଢ଼ିଛି। ସାରା ଦେଶ ଆଜି ଭାରତ ମୁଣ୍ଡ ଟେକି ଠିଆ ହୋଇଛି। ମାତ୍ର ଭାରତ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ କେଉଁ ସ୍ଥାନରେ ରହିଛି  ଜାଣନ୍ତ କି ?

ସବୁ ଦେଶ ତାର ନିଜର ସୈନ୍ୟ ସୁରକ୍ଷାକୁ ମଜବୁତ କରି ରଖିଛି। ନିଜ ସୈନ୍ୟବାହିନୀକୁ ମଜବୁତ କରିବା ପାଇଁ ସବୁ ଦେଶ ପ୍ରୟାସ ମଧ୍ୟ କରୁଛି।

କିଛି ଦିନ ପୂର୍ବରୁ ଏକ ତାଲିକା ସାମ୍ନାକୁ ଆସିଥିଲା। ଯେଉଁଥିରେ ସବୁଠୁ ଶକ୍ତିଶାଳୀ ଦେଶର ନାଁ ଦିଆଯାଇଛି। ତାଲିକାରେ ଭାରତର ନମ୍ବର ଜାଣିବା ପରେ ଆମେରିକାର ହୋସ୍ ଉଡ଼ିଯାଇଥିଲା।

ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ ଆମେରିକା ସର୍ବ ପ୍ରଥମେ ରହିଛି। ରୁଷ ୨ୟ ସ୍ଥାନରେ ରହିଥିବା ବେଳେ  ଚୀନ ୩ୟ ସ୍ଥାନରେ ରହିଛି। ଆଉ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହି ତାଲିକାରେ ପଡୋଶୀ ଦେଶ ପାକିସ୍ତାନ ୧୩ନଂ ସ୍ଥାନରେ ରହିଛି। ଏହି ତାଲିକା ଦୃଷ୍ଟିରେ ରଖିଲେ ଜଣାପଡ଼ୁଛି କି ଭାରତ ଅପେକ୍ଷା ପାକିସ୍ତାନ ବହୁତ ପଛରେ ରହିଛି। ଭାରତର ସୈନ୍ୟ ଶକ୍ତିକୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି।

   Related Posts