ଆପଣ ସମସ୍ତେ ଜାଣନ୍ତି କି ଯେବେଠୁ ଦେଶରେ ଭାଜପା ସରକାର ଶାସନରେ ଅଛି, ସେବେଠାରୁ ଭାରତର ଦେଶ ବିଦେଶ ତଥା ସବୁଠି ଶକ୍ତି ବଢ଼ିଛି। ସାରା ଦେଶ ଆଜି ଭାରତ ମୁଣ୍ଡ ଟେକି ଠିଆ ହୋଇଛି। ମାତ୍ର ଭାରତ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ କେଉଁ ସ୍ଥାନରେ ରହିଛି ଜାଣନ୍ତ କି ?
ସବୁ ଦେଶ ତାର ନିଜର ସୈନ୍ୟ ସୁରକ୍ଷାକୁ ମଜବୁତ କରି ରଖିଛି। ନିଜ ସୈନ୍ୟବାହିନୀକୁ ମଜବୁତ କରିବା ପାଇଁ ସବୁ ଦେଶ ପ୍ରୟାସ ମଧ୍ୟ କରୁଛି।
କିଛି ଦିନ ପୂର୍ବରୁ ଏକ ତାଲିକା ସାମ୍ନାକୁ ଆସିଥିଲା। ଯେଉଁଥିରେ ସବୁଠୁ ଶକ୍ତିଶାଳୀ ଦେଶର ନାଁ ଦିଆଯାଇଛି। ତାଲିକାରେ ଭାରତର ନମ୍ବର ଜାଣିବା ପରେ ଆମେରିକାର ହୋସ୍ ଉଡ଼ିଯାଇଥିଲା।
ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ ଆମେରିକା ସର୍ବ ପ୍ରଥମେ ରହିଛି। ରୁଷ ୨ୟ ସ୍ଥାନରେ ରହିଥିବା ବେଳେ ଚୀନ ୩ୟ ସ୍ଥାନରେ ରହିଛି। ଆଉ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହି ତାଲିକାରେ ପଡୋଶୀ ଦେଶ ପାକିସ୍ତାନ ୧୩ନଂ ସ୍ଥାନରେ ରହିଛି। ଏହି ତାଲିକା ଦୃଷ୍ଟିରେ ରଖିଲେ ଜଣାପଡ଼ୁଛି କି ଭାରତ ଅପେକ୍ଷା ପାକିସ୍ତାନ ବହୁତ ପଛରେ ରହିଛି। ଭାରତର ସୈନ୍ୟ ଶକ୍ତିକୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି।