ଟି-୨୦ ବିଶ୍ବକପ ପାଇଁ ପ୍ରକାଶ ପାଇଲା ସୂଚୀ, ଜାଣନ୍ତୁ କେଉଁ ଦିନ କାହା ସହ ରହିଛି ଇଣ୍ଡିଆ ମ୍ୟାଚ୍

Published By : Prameya-News7 Bureau | July 19, 2019 IST

ନୂଆଦିଲ୍ଲୀ୧୯|୭: ୨୦୧୯ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ସରିବା ପରେ ୨୦୨୦ରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ବକପ ଖେଳକୁ କ୍ରିକେଟପ୍ରେମୀ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି। ଟି-୨୦ ବିଶ୍ବକପର ସମସ୍ତ କାର୍ଯ୍ୟସୂଚୀ ଓ ତାଲିକା ପ୍ରସ୍ତୁତି ସରିଛି। ଶ୍ରୀଲଙ୍କା ଓ ବାଲାଦେଶର ରେଟିଂ କମଥିବାରୁ ଏହି ଦୁଇଟି ଟିମୁ କ୍ବାଲିଫାଇଂ ମ୍ୟାଚ ଖେଳିବାକୁ ପଡ଼ିବ। ଏହି ମ୍ୟାଚରେ ଜିତିବା ପରେ ବିଶ୍ବକପ ମ୍ୟାଚରେ ଖେଳିବା ପାଇଁ ୨ ଟିମ ଯୋଗ୍ୟତା ହାସଲ କରିବେ ।

ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବିଷ୍ଟଣ୍ଡେଜିଜ ଓ ଆଫଗାନିସ୍ତାନ ପ୍ରବେଶ କରିସାରିଛନ୍ତି। ଟି-୨୦ ବିଶ୍ବକପ ମ୍ୟାଚରେ ରେଟିଂରେ କମଥିବା ଟିମଗୁଡ଼ିକୁ କ୍ବାଲିଫାଇ ରାଉଣ୍ଡ ଅତିକ୍ରମ କରିବାକୁ ପଡ଼ିବ। କାର୍ଯ୍ୟସୂଚୀନୁଯାର୍ୟୀ, ଅକ୍ଟୋବର ୧୮ରୁ ଅଷ୍ଟ୍ରେଲିଆରେ ମ୍ୟାଚ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟଟି ପାଖାପାଖି ମାସେ ପର୍ଯ୍ୟନ୍ତ ଚାଲିବ। ଟି-୨୦ ବିଶ୍ବକପର ଫାଇନାଲ ମ୍ୟାଚ ନଭେମ୍ବର ୧୫ରେ ମେଲବୋର୍ନେରେ ଖେଳାଯିବ। ଅକ୍ଟୋବର ୨୪ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।

ଟି-୨୦ ବିଶ୍ବକପର ୨୦୨୦ର ତାଲିକା

-ପ୍ରଥମ ରାଉଣ୍ଡ ( ୧୬ ଅକ୍ଟୋବର ୨୦୨୦)

ଶ୍ରୀଲଙ୍କା ବନାମ କ୍ବାଲିଫାୟର ଏ୩ ( ସାଇମଣ୍ଡସ ଷ୍ଟାଡ଼ିୟମ)

କ୍ବାଲିଫାୟର ଏ୨ ବନାମ କ୍ବାଲିଫାୟର ଏ୪ ( ସାଇମଣ୍ଡସ ଷ୍ଟାଡ଼ିୟମ)

-୧୯ ଅକ୍ଟୋବର ୨୦୨୦

ବାଂଲାଦେଶ ବନାମ କ୍ବାଲିଫାୟର ବି୩ (  ହବୋର୍ଟ ଷ୍ଟାଡିୟମ)

-୨୦ ଅକ୍ଟୋବର ୨୦୨୦

କ୍ବାଲିଫାୟର  ଏ୩ ବନାମ କ୍ବଲିଫାୟର ଏ୪ ( ସାଇମଣ୍ଡସ ଷ୍ଟାଡ଼ିୟମ)

ଶ୍ରୀଲଙ୍କା ବନାମ କ୍ବାଲିଫାୟର ଏ୨( ସାଇମଣ୍ଡସ ଷ୍ଟାଡ଼ିୟମ)

-୨୧ ଅକ୍ଟୋବର ୨୦୨୦

କ୍ବାଲିଫାୟର ବି୩ ବନାମ କ୍ବାଲିଫାୟର ବି୪ (  ହବୋର୍ଟ ଷ୍ଟାଡିୟମ)

ବାଂଲାଦେଶ ବନାମ କ୍ବାଲିଫାୟର ଏ୨(  ହବୋର୍ଟ ଷ୍ଟାଡିୟମ)

-୨୨ ଅକ୍ଟୋବର ୨୦୨୦

କ୍ବାଲିଫାୟର ଏ୨ ବନାମ କ୍ବାଲିଫାୟର ଏ୩( ସାଇମଣ୍ଡସ ଷ୍ଟାଡ଼ିୟମ)

ଶ୍ରୀଲଙ୍କା ବନାମ କ୍ବାଲିଫାୟର ଏ୪( ସାଇମଣ୍ଡସ ଷ୍ଟାଡ଼ିୟମ)

-୨୩ ଅକ୍ଟୋବର ୨୦୨୦

କ୍ବାଲିଫାୟର ବି୨ ବନାମ କ୍ବାଲିଫାୟର ବି୩(  ହବୋର୍ଟ ଷ୍ଟାଡିୟମ)

ବାଂଲାଦେଶ ବନାମ କ୍ବାଲିଫାୟର ବି ୪(  ହବୋର୍ଟ ଷ୍ଟାଡିୟମ)

ସୁପର ୧୨

-୨୪ ଅକ୍ଟୋବର ୨୦୨୦

ଅଷ୍ଟ୍ରେଲିଆ ବନାମ ପାକିସ୍ତାନ (ସିଡନେ କ୍ରିକେଟ ଗ୍ରାଉଣ୍ଡ)

ଭାରତ ବନାମ ଦକ୍ଷିଣ ଆଫ୍ରିକ ( ପର୍ଥ ଷ୍ଟାଡିୟମ)

-୨୫ ଅକ୍ଟୋବର ୨୦୨୦

ନ୍ୟୁଜିଲାଣ୍ଡ ବନାମ ଓ୍ବିଷ୍ଟଇଣ୍ଡିଜ (ମେଲୋବର୍ନେ ଗ୍ରାଉଣ୍ଡ)

କ୍ବାଲିଫାୟର ୧ ବନାମ କ୍ବାଲିଫାୟର ୨ ( ବେଲରିଭ ଷ୍ଟାଡିୟମ)

-୨୬ ଅକ୍ଟୋବର ୨୦୨୦

ଆଫଗାନିସ୍ତାନ ବନାମ କ୍ବାଲିଫାୟର ଏ୨ ( ପର୍ଥ ଷ୍ଟାଡିୟମ)

ଇଂଲଣ୍ଡ ବନାମ କ୍ବାଲିଫାୟର ବି ୧ ( ପର୍ଥ ଷ୍ଟାଡିୟମ)

-୨୭ ଅକ୍ଟୋବର ୨୦୨୦

ନ୍ୟୁଜିଲାଣ୍ଡ ବନାମ କ୍ବାଲିଫାୟର ବି୨( ବିଲେରିଭ)

-୨୮ ଅକ୍ଟୋବର ୨୦୨୦

ଆଫାଗାନିସ୍ତାନ ବନାମ କ୍ବାଲିଫାୟର ବି୧ ( ପର୍ଥ ଷ୍ଟାଡିୟମ)

ଅଷ୍ଟ୍ରେଲିଆ ବନାମ ଓ୍ବିଷ୍ଟଇଣ୍ଡିଜ ( ପର୍ଥ ଷ୍ଟାଡିୟମ)

-୨୯ ଅକ୍ଟୋବର ୨୦୨୦

ଭାରତ ବନାମ କ୍ବାଲିଫାୟର ଏ୨ (ମେଲୋବର୍ନେ ଗ୍ରାଉଣ୍ଡ)

ପାକିସ୍ତାନ ବନାମ କ୍ବାଲିଫାୟର ଏ୧ (ସିଡନେ କ୍ରିକେଟ ଗ୍ରାଉଣ୍ଡ)

-୩୦ ଅକ୍ଟୋବର ୨୦୨୦

ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା (ସିଡନେ କ୍ରିକେଟ ଗ୍ରାଉଣ୍ଡ)

ଓ୍ବିଷ୍ଟଇଣ୍ଡିଜ ବନାମ କ୍ବାଲିଫାୟର ବି୨( ପର୍ଥ ଷ୍ଟାଡିୟମ)

-୩୧ ଅକ୍ଟୋବର ୨୦୨୦

ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ (ଗାବା ଷ୍ଟାଡିୟମ)

ଅଷ୍ଟ୍ରେଲିଆ ବନାମ କ୍ବାଲିଫାୟର ଏ୧ (ଗାବା ଷ୍ଟାଡିୟମ)

-୧ ନଭେମ୍ବର ୨୦୨୦

ଭାରତ ବନାମ ଇଂଲଣ୍ଡ (ମେଲୋବର୍ନେ ଗ୍ରାଉଣ୍ଡ)

ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ ( ଏଡିଲେଡ କ୍ରିକେଟ ଗ୍ରାଉଣ୍ଡ)

-୨ ନଭେମ୍ବର ୨୦୨୦

କ୍ବାଲିଫାୟର ଏ୧ ବନାମ କ୍ବାଲିଫାୟର ବି୧ (ସିଡନେ କ୍ରିକେଟ ଗ୍ରାଉଣ୍ଡ)

ନ୍ୟୁଜିଲାଣ୍ଡ ବନାମ କ୍ବାଲିଫାୟର ଏ୧ (ଗାବା ଷ୍ଟାଡିୟମ)

-୩ ନଭେମ୍ବର ୨୦୨୦

ପାକିସ୍ତାନ ବନାମ ଓ୍ବିଷ୍ଟଇଣ୍ଡିଜ (ସିଡନେ କ୍ରିକେଟ ଗ୍ରାଉଣ୍ଡ)

ଅଷ୍ଟ୍ରେଲିଆ ବନାମ କ୍ବାଲିଫାୟର ବି୨( ଏଡିଲେଡ କ୍ରିକେଟ ଗ୍ରାଉଣ୍ଡ)

-୪ ନଭେମ୍ବର ୨୦୨୦

ଇଂଲଣ୍ଡ ବନାମ ଆଫଗାନିସ୍ତାନ (ଗାବା ଷ୍ଟାଡିୟମ)

-୫ ନଭେମ୍ବର ୨୦୨୦

ଦକ୍ଷିଣ ଆଫ୍ରିକା ବନାମ କ୍ବାଲିଫାୟର ଏ୨( ଏଡିଲେଡ କ୍ରିକେଟ ଗ୍ରାଉଣ୍ଡ)

ଭାରତ ବନାମ କ୍ବାଲିଫାୟର ବି ୧ ( ଏଡିଲେଡ କ୍ରିକେଟ ଗ୍ରାଉଣ୍ଡ)

-୬ ନଭେମ୍ବର ୨୦୨୦

ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ (ମେଲୋବର୍ନେ ଗ୍ରାଉଣ୍ଡ)

ପାକିସ୍ତାନ ବନାମ କ୍ବାଲିଫାୟର ବି ୨ (ମେଲୋବର୍ନେ ଗ୍ରାଉଣ୍ଡ)

-୭ ନଭେମ୍ବର ୨୦୨୦

ଓ୍ବିଷ୍ଟଇଣ୍ଡିଜ ବନାମ କ୍ବାଲିଫାୟର ଏ୧ (ମେଲୋବର୍ନେ ଗ୍ରାଉଣ୍ଡ)

ଇଂଲଣ୍ଡ ବନାମ କ୍ବାଲିଫାୟର ଏ୨( ଏଡିଲେଡ କ୍ରିକେଟ ଗ୍ରାଉଣ୍ଡ)

-୮ ନଭେମ୍ବର ୨୦୨୦

ଦକ୍ଷିଣ ଆଫ୍ରିକା ବନାମ କ୍ବାଲିଫାୟର ବି୧ (ସିଡନେ କ୍ରିକେଟ ଗ୍ରାଉଣ୍ଡ)

ଭାରତ ବନାମ ଆଫଗାନିସ୍ତାନ (ସିଡନେ କ୍ରିକେଟ ଗ୍ରାଉଣ୍ଡ)

-ଟି-୨୦ ବିଶ୍ବକପର ସେମିଫାଇନାଲ

-୧୧ ନଭେମ୍ବର ୨୦୨୦ ପ୍ରଥମ ସେମିଫାଇନାଲ (ସିଡନେ କ୍ରିକେଟ ଗ୍ରାଉଣ୍ଡ)

-୧୨ ନଭେମ୍ବର ୨୦୨୦ ପ୍ରଥମ ସେମିଫାଇନାଲ( ଏଡିଲେଡ କ୍ରିକେଟ ଗ୍ରାଉଣ୍ଡ)

-୧୨ ନଭେମ୍ବର ୨୦୨୦- ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚ (ମେଲୋବର୍ନେ ଗ୍ରାଉଣ୍ଡ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.