Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ସୋସିଆଲ୍ ମିଡିଆ ପ୍ରୋଫାଇଲ୍‌କୁ ଆଧାର ସହ ଲିଙ୍କ୍, ଦେଶରେ ଚାଲିଥିବା ସମସ୍ତ ମାମଲା ସ୍ଥାନାନ୍ତରିତ ପାଇଁ ସୁପ୍ରିମ କୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଦେଲେ ନିର୍ଦେଶ

22/10/2019 at 10:30 PM

ନୂଆଦିଲ୍ଲୀ – ସୋସିଆଲ୍ ମିଡିଆ ପ୍ରୋଫାଇଲ୍ କୁ ଆଧାର ସହ ଲିଙ୍କ୍ କରିବା ପାଇଁ ହେଉଥିବା ଦାବି ନେଇ ଆଉ ପାଦେ ଆଗେଇଛନ୍ତି ସୁପ୍ରିମକୋର୍ଟ ।ଦେଶର ବିଭିନ୍ନ ହାଇକୋର୍ଟରେ ଏ ସଂପର୍କିତ ଦାୟର ସବୁ ମାମଲାକୁ ବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୨ ଜଣିଆ ଖଣ୍ଡପୀଠ । ଅନ୍ୟପକ୍ଷରେ ୨୦୨୦ ଜାନୁଆରୀ ମଧ୍ୟରେ ସୋସିଆଲ୍ ମିଡିଆର ଅପବ୍ୟବହାର ନେଇ  ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଫେସ୍ ବୁକ୍  ପକ୍ଷରୁ ଆଗତ ପିଟିସନ୍ ର ଶୁଣାଣି କରି ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏଭଳି ଅନୁମତି ଦେଇଛନ୍ତି । ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା ବିଭିନ୍ନ ହାଇକୋର୍ଟରେ ଦାୟର ଏ ସଂପର୍କିତ ସମସ୍ତ ମାମଲାକୁ ତାଲିକା ଭୁକ୍ତ କରି ପ୍ରଧାନ ବିଚାରପତିଙ୍କ ଇଜଲାସରେ ଉପସ୍ଥାପନ ଲାଗି କୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ଏହା ଦ୍ବାରା ପ୍ରଧାନ ବିଚାରପତି ଏହି ମାମଲାର ଶୁଣାଣି ଲାଗି ଉପଯୁକ୍ତ ଖଣ୍ଡପୀଠ ଗଠନର ନିର୍ଦ୍ଦେଶ ଦେବେ ବୋଲି ଖଣ୍ଡପୀଠ କହିଛନ୍ତି । ସୋସିଆଲ ମିଡିଆ-ଆଧାର ଲିଙ୍କ୍  ମାମଲା

   Related Posts