Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁନି କଳାକାର ଭାବେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଏହି ୫ ଜଣ, ସୌନ୍ଦର୍ଯ୍ୟରେ ଏବେ ବଡ଼ ବଡ଼ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ

ମୁମ୍ବାଇ୮|୧୦: କୁନି କଳାକାର ଭାବେ ଫିଲ୍ମ ଓ ସିନେମାରେ ଅଭିନୟ କରୁଥିବା ଛୋଟ ଝିଅ ଏବେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି। ଆସନ୍ତୁ କେତେ ଜଣ ଶିଶୁ କଳାକାରଙ୍କ ସଂପର୍କରେ ଜାଣିବା।

ଆଦୀତି ଭାଟିୟା- ଆଦିତୀ ଭାଟିଆ ୭ ବର୍ଷ ବସୟରେ ଦ ଟ୍ରେନ ଫିଲ୍ମରେ ଚୁଟକୀ ଚରିତ୍ର​‌ରେ ଅଭିନୟ କରିଥିଲେ। ଏବେ ସେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି।

ଅଶନୂର କୌର- ୭ ବର୍ଷ ବୟସରେ ଅଶନୂର ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ ଶୋଭା ସୋମନାଥ ଧାରାବାହିକରେ ଅଭିନୟ କରିଥିଲେ। ଶୋଭା ଚରିତ୍ରରେ ଅଶନୂର ଅଭିନୟ କରିଥିଲେ। ଏବେ ଅଶନୂର ସୁନ୍ଦର ଦେଖାଯାଉଛନ୍ତି।

ଅନୁଷ୍କା କୌର- ଟେଲିଭିଜନରେ ପ୍ରସାରିତ ବାଲଭୀର ଧାରା ବାହିକରେ ଅନୁଷ୍କା ନିଜର ପରିଚୟ ସୃଷ୍ଟି କରିଥିଲେ। ଏବେ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ।

ଅବନୀତ କୌର- ଅବନୀତଙ୍କୁ ଏବେ ୧୭ ବର୍ଷ। ଟେଲିଭିଜନରେ ପ୍ରସାରିତ ମେରି ମାଆ ଧାରାବାହିକରେ କୁନି କଳାକାର ଭାବରେ ଅବନୀତ ଅଭିନୟ କରିଥିଲେ। ୬ ବର୍ଷ ବୟସରେ ​ଟିଭି ଧାରାବାହିକରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ଜନ୍ନତ ଜୁବ୍ୟାର ରହମାନୀ- କୁନି କଳାକାର ଭାବେ ଟେଲିଭିଜନରେ ପ୍ରସାରିତ ଫୁଲଓ୍ବା ଧାରା ବାହିକରେ ଜନ୍ନତ ଅଭିନୟ କରିଥିଲେ। ଏବେ ସେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି।

593 Views

   ସମ୍ବନ୍ଧିତ ଖବର