କୁନି କଳାକାର ଭାବେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଏହି ୫ ଜଣ, ସୌନ୍ଦର୍ଯ୍ୟରେ ଏବେ ବଡ଼ ବଡ଼ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ

Published By : Prameya-News7 Bureau | October 08, 2019 IST

ମୁମ୍ବାଇ୮|୧୦: କୁନି କଳାକାର ଭାବେ ଫିଲ୍ମ ଓ ସିନେମାରେ ଅଭିନୟ କରୁଥିବା ଛୋଟ ଝିଅ ଏବେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି। ଆସନ୍ତୁ କେତେ ଜଣ ଶିଶୁ କଳାକାରଙ୍କ ସଂପର୍କରେ ଜାଣିବା।

ଆଦୀତି ଭାଟିୟା- ଆଦିତୀ ଭାଟିଆ ୭ ବର୍ଷ ବସୟରେ ଦ ଟ୍ରେନ ଫିଲ୍ମରେ ଚୁଟକୀ ଚରିତ୍ର​‌ରେ ଅଭିନୟ କରିଥିଲେ। ଏବେ ସେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି।

ଅଶନୂର କୌର- ୭ ବର୍ଷ ବୟସରେ ଅଶନୂର ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ ଶୋଭା ସୋମନାଥ ଧାରାବାହିକରେ ଅଭିନୟ କରିଥିଲେ। ଶୋଭା ଚରିତ୍ରରେ ଅଶନୂର ଅଭିନୟ କରିଥିଲେ। ଏବେ ଅଶନୂର ସୁନ୍ଦର ଦେଖାଯାଉଛନ୍ତି।

ଅନୁଷ୍କା କୌର- ଟେଲିଭିଜନରେ ପ୍ରସାରିତ ବାଲଭୀର ଧାରା ବାହିକରେ ଅନୁଷ୍କା ନିଜର ପରିଚୟ ସୃଷ୍ଟି କରିଥିଲେ। ଏବେ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ।

ଅବନୀତ କୌର- ଅବନୀତଙ୍କୁ ଏବେ ୧୭ ବର୍ଷ। ଟେଲିଭିଜନରେ ପ୍ରସାରିତ ମେରି ମାଆ ଧାରାବାହିକରେ କୁନି କଳାକାର ଭାବରେ ଅବନୀତ ଅଭିନୟ କରିଥିଲେ। ୬ ବର୍ଷ ବୟସରେ ​ଟିଭି ଧାରାବାହିକରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ଜନ୍ନତ ଜୁବ୍ୟାର ରହମାନୀ- କୁନି କଳାକାର ଭାବେ ଟେଲିଭିଜନରେ ପ୍ରସାରିତ ଫୁଲଓ୍ବା ଧାରା ବାହିକରେ ଜନ୍ନତ ଅଭିନୟ କରିଥିଲେ। ଏବେ ସେ ବଡ଼ ହୋଇ ଅତି ସୁନ୍ଦର ଦେଖାଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.