Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ସୁସ୍ଥ ହେଲେ ୧୭ କରୋନା ସଂକ୍ରମିତ

11/05/2020 at 3:27 PM

ଭୁବନେଶ୍ବର୧୧/୫: ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୭ କରୋନା ସଂକ୍ରମିତ।  ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୮୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ବ୍ୟକ୍ତିମାନେ ହେଲେ ସୁନ୍ଦରଗଡରୁ ୭, ଖୋର୍ଦ୍ଧାରୁ ୫, ଭଦ୍ରକରୁ ୩  ଏବଂ ବା​‌ଲେଶ୍ବରରୁ ୨ ଜଣ ରହିଛନ୍ତି।ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୩୯୧।

   Related Posts