ପୁଣି ସୁସ୍ଥ ହେଲେ ୧୭ କରୋନା ସଂକ୍ରମିତ

Published By : Prameya-News7 Bureau | May 11, 2020 IST

ଭୁବନେଶ୍ବର୧୧/୫: ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୭ କରୋନା ସଂକ୍ରମିତ।  ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୮୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ବ୍ୟକ୍ତିମାନେ ହେଲେ ସୁନ୍ଦରଗଡରୁ ୭, ଖୋର୍ଦ୍ଧାରୁ ୫, ଭଦ୍ରକରୁ ୩  ଏବଂ ବା​‌ଲେଶ୍ବରରୁ ୨ ଜଣ ରହିଛନ୍ତି।ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୩୯୧।

wp:core-embed/twitter {"url":"https://twitter.com/HFWOdisha/status/1259789338843512832?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1259789338843512832?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.