Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପରିବାର ସାଜିଲା ବଇରି , ଟଙ୍କା ଲୋଭରେ ପରପୁରୁଷ ହାତରେ ଟେକିଦେଲେ !

10/01/2020 at 9:26 PM

ନବରଙ୍ଗପୁର ୧୦।୦୧:  ଅର୍ଥ ଆଗରେ ତୁଛ ହେଲା ରକ୍ତ ସମ୍ପର୍କ ।୩ ଲକ୍ଷ ଟଙ୍କା ପାଇଁ ବଢିଲା ଝିଅକୁ ବିକ୍ରି କରିଦେଲେ ପରିବାର ଲେ।କ । ହରିୟାଣାରେ ଦୀର୍ଘ ୬ ମାସ ଧରି ନିର୍ଯାତନା ସହିବା ପରେ ଶେଷରେ ଯୁବତୀଙ୍କୁ ଉଦ୍ଧାର କରିଛି ଜିଲ୍ଲା ପେ।ଲିସ ।ଏମିତି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ନବରଙ୍ଗପୁରରେ ଆଲେ।ଡନା ।

ପରିବାର ସାଜିଲେ ବଇରି । ଟଙ୍କା ଲେ।ଭରେ ପର ପୁରୁଷ ହାତରେ ଟେକିଦେଲେ ପରିବାର ଲେ।କ ।ଏଭଳି ଅଭିଯେ।ଗ ଆଣିଛନ୍ତି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ସେମଳା ଗାଁର  ଜଣେ ଯୁବତୀ ।୬ ମାସ ତଳେ ଘର ଲେ।କ ହରିୟାଣାର ଜଣେ ଯୁବକଙ୍କ ସହ ।ଜେ।ରଜବରଦସ୍ତି ଯୁବତୀଙ୍କୁ ବିବାହ କରିଥିଲେ । ଏଥିପାଇଁ ସମ୍ପୃକ୍ତ ଯୁବକଙ୍କ ଠାରୁ ୩ଲକ୍ଷ ଟଙ୍କା ନେିଥିଲେ । ବାହାଘର ପରେ ସ୍ବାମୀ ଠାରୁ ଅକଥନୀୟ ନିର୍ଯାତନା ପାଇଲେ ।ଶେଷରେ ଛାଡିଦେବାକୁ କାକୁତି ମିନତି କରିଥିଲେ । କିନ୍ତୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଜାଣିବା ପରେ ଯୁବତୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

୬ ମାସ ଧରି ନିର୍ଯାତନା ସହିବା ପରେ କୌଶଳ କ୍ରମେ ଗାଁର ଜଣେ ସ୍ବେଚ୍ଛାସେବୀଙ୍କ ସହ ଯେ।ଗାଯେ।ଗ କରି ଘଟଣା ସମ୍ପର୍କରେ ଜଣାଇଥିଲେ ଯୁବତୀ । ସମ୍ପୃକ୍ତ ବ୍ୟକ୍ତି ନବରଙ୍ଗପୁର ଏସପିଙ୍କୁ ଜଣାଇବା ପରେ ନବରଙ୍ଗପୁର ପେ।ଲିସ ଓ ହରିୟାଣା ପୋଲିସ  ମିଳିତ ଭାବେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ଯୁବତୀଙ୍କୁ ନବରଙ୍ଗପୁର ସୁଧାର ଗୃହରେ ରଖା ଯାଇଛି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ ।

ଯୁବତୀଙ୍କ ଅଭିଯେ।ଗ କେତ ସତ କେତେ ମିଛ ତାହା ପେ।ଲିସ ତଦନ୍ତ ପରେ ସ୍ପଷ୍ଟ ହେବ । କିନ୍ତୁ ବାସ୍ତବରେ ଯଦି ଘଟଣା ସତ ହେ।ଇଥାଏ, ତା ହେଲେ ଏହା ପଛରେ କୌଣସି ଏକ ବଡ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।

   Related Posts