Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ହ୍ବାଟସଆପ୍‌ର ଆସୁଛି ଖାସ୍ ଫିଚର ଶୀଘ୍ର ସରିବ ନାହିଁ ବ୍ୟାଟେରି

7/11/2019 at 9:21 PM

ନୂଆଦିଲ୍ଲୀ୭/୧୧: ହ୍ବାଟସଆପ୍‌ର ଡାର୍କ ମୋଡ୍‌କୁ ନେଇ ବହୁ ଦିନ ପର୍ଯ୍ୟନ୍ତ ଅପେକ୍ଷା ଥିଲା। ହ୍ବାଟସଆପ୍‌ର ସଂପର୍କରେ ଏକ ଖବର ଆସିଛି। ଏହି ସହ ଯୋଡି ରହିଥିବା ଫିଚରସଂପର୍କରେ WABetaInfo  ସୂଚନା ଦେଇଛି। ଏଥିସହ ଫଟୋ ଶେୟାର ମଧ୍ୟ କରିଛି। WABetaInfo କହିବା ଅନୁସାରେ ହ୍ବାଟସଆପ୍‌ର ଡାର୍କ ମୋଡ୍‌ରେ ତିନୋଟି କନଫିଗ୍ୟୁରେସନର ରହିଛି। ଯେଉଁଥିରେ ଦୁଇଟି ଇମ୍‌ପ୍ଲିମେଣ୍ଟ କରି ଦିଆଯାଇଛି।

WABetaInfo ଶେୟାର କରିଥିବା ଦୁଇଟି ଫଟୋରେ ବହୁତ ପାର୍ଥକ୍ୟ ରହିଛି। ପ୍ରଥମ ଡାର୍କ ମୋଡ୍ ଟେବୁଲ ଓ ସେଲ ବ୍ୟାକ୍‌ଗ୍ରାଉଣ୍ଡରେ ଡାର୍କ କଲର ବ୍ୟବହାର କରାଯାଇଛି। ସେହିପରି ଦ୍ବିତୀୟ ସପ୍ଟ ଡାର୍କ ରଙ୍ଗ କରି ଦିଆଯାଇଛି। ଶେୟାର ହୋଇଥିବା ସ୍କ୍ରିନସଟ୍‌ ଦେଖିଲେ ଡାର୍କ ମୋଡ୍‌ରେ ପ୍ରଣ୍ଟର ରଙ୍ଗ ଧଳାରୁ ନୀଳ କରି ଦିଆଯାଇଛି। ଯାହାକୁ ନେଇ WABetaInfo ପ୍ରଥମ ସୂଚନା ଦେଇଛି।

WABetaInfo କହିବା ଅନୁସାରେ ଡାର୍କ ମୋଡକୁ ଡାର୍କ ଥିମରେ ପରିଣତ କରାଯିବ। ଯାହାର ଟେଷ୍ଟିଂ ବିଟା ଭର୍ସନ ଉପରେ ଆରମ୍ଭ ହୋଇସାରିଛି।

ସୂଚନା ଅନୁସାରେ ଡାର୍କ ଥିମ ଫିଚର ବ୍ଲୁ ନାଇଟ୍ କଲର ସହ ଆସିବ। ଡାର୍କ ଥିମ ପିଚରକୁ ନୂଆ ସେକ୍ସନ ଦିଆଯିବ। ଯାହାକୁ ହ୍ବାଟସଆପ୍‌ ସେଟିଂକୁ ଯାଇ ଥିମ ସେଟିଂ ନାମରେ ମିଳିବ। ଏଥିରେ ୟୁଜର୍ସଙ୍କୁ ତିନୋଟି ଅପ୍ସନ ଲାଇଟ୍‌ ଥିମ, ଡାର୍କ ଥିମ ଓ ସିଷ୍ଟମ ଡିଫଲ୍ଟ ମିଳିବ।

   Related Posts