ଝିଅମାନେ ପୁଅମାନଙ୍କର ଏହି ଚାରୋଟି ଜିନିଷ ଦେଖି ପସନ୍ଦ କରିଥାନ୍ତି…କଣ ୪ଟି ଜିନିଷ ଆସନ୍ତୁ ଜାଣିବା
9/01/2019 at 8:46 PM

ଝିଅମାନେ ସବୁବେଳେ ପୁଅମାନଙ୍କର ଏହି ୪ଟି ଜିନିଷ ଦେଖି ପସନ୍ଦ କରିଥାନ୍ତି । ଝିଅମାନେ ପୁଅମାନଙ୍କୁ ନିଜର କରିବା ପୂର୍ବରୁ ଏହି ଜିନିଷକୁ ପରଖିଥାନ୍ତି । କଣ କଣ ସେ ଜିନିଷ ସବୁ ଆସନ୍ତୁ ଜାଣିବା
ଫିଟନେସ- ଝିଅମାନେ ସବୁବେଳେ ଫିଟନେସ ଥିବା ପୁଅଟିଏକୁ ପସନ୍ଦ କରିଥାନ୍ତି । ଝିଅମାନେ ସୁନ୍ଦର ଦେଖାଯାଉଥିବା ପୁଅଙ୍କ ପ୍ରେମରେ ହିଁ ପଡ଼ିଥାନ୍ତି ।
ଚମକ ଚେହେରା- ଫିଟନେସ ଅଛିମାନେ ଚେହେରାର ଚମକ ଥିବ, ସେମିତି କିଛି ଗ୍ୟାରେଣ୍ଟି ନାହିଁ । ଫିଟନେସ ଓ ଚେହେରାର ଚମକ ଦୁଇଟି ଅଲଗାକଥା । ପୁଅଙ୍କ ଚେହେରାର ଚମକ ଝିଅଙ୍କୁ ପ୍ରେମରେ ପଡ଼ିବା ପାଇଁ ସାହାର୍ଯ୍ୟ କରିଥାଏ । ଚେହେରାକୁ ସଜେଇରଖିବା ଗୁଣକୁ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି ।
ଗରୀବଙ୍କୁ ସାହାର୍ଯ୍ୟଗୁଣ- ଗରୀବଙ୍କୁ ସାହାର୍ଯ୍ୟକରୁଥିବା ପୁଅଙ୍କୁ ମଧ୍ୟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । କାରଣ ଗରୀବଙ୍କୁ ସାହାର୍ଯ୍ୟ କରୁଥିବା ପୁଅଟିର ହୃଦୟ କୋମଳଥାଏ ବୋଲି ଝିଅମାନେ ବିଶ୍ଵାସ କରିଥାନ୍ତି ।
ଶାନ୍ତ-ସୁଧାର ବ୍ୟକ୍ତିତ୍ଵ – ଝିଅମାନେ ନିଶାବ୍ୟବହାର କରୁ ନଥିବା ଶାନ୍ତ-ସରଳ ପୁଅଙ୍କୁ ପସନ୍ଦ କରିଥାନ୍ତି । ଝିଅମାନେ ବ୍ୟକ୍ତିତ୍ଵଥିବା ପୁଅଟିଏକୁ ନିଜର ମନର ମଣିଷରୂପେ ପାଇବାକୁ ଇଛା କରିଥାନ୍ତି ।
ଝିଅଙ୍କୁ ଏହିସବୁ ଜିନିଷଥିବା ପୁଅମାନଙ୍କୁ ପସନ୍ଦ କରନ୍ତି ।