Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଝିଅମାନେ ପୁଅମାନଙ୍କର ଏହି ଚାରୋଟି ଜିନିଷ ଦେଖି ପସନ୍ଦ କରିଥାନ୍ତି…କଣ ୪ଟି ଜିନିଷ ଆସନ୍ତୁ ଜାଣିବା

9/01/2019 at 8:46 PM

ଝିଅମାନେ ସବୁବେଳେ ପୁଅମାନଙ୍କର ଏହି ୪ଟି ଜିନିଷ ଦେଖି ପସନ୍ଦ କରିଥାନ୍ତି । ଝିଅମାନେ ପୁଅମାନଙ୍କୁ ନିଜର କରିବା ପୂର୍ବରୁ ଏହି ଜିନିଷକୁ ପରଖିଥାନ୍ତି । କଣ କଣ ସେ  ଜିନିଷ ସବୁ ଆସନ୍ତୁ ଜାଣିବା

ଫିଟନେସ- ଝିଅମାନେ ସବୁବେଳେ ଫିଟନେସ ଥିବା ପୁଅଟିଏକୁ ପସନ୍ଦ କରିଥାନ୍ତି । ଝିଅମାନେ ସୁନ୍ଦର ଦେଖାଯାଉଥିବା ପୁଅଙ୍କ ପ୍ରେମରେ ହିଁ ପଡ଼ିଥାନ୍ତି ।

ଚମକ ଚେହେରା- ଫିଟନେସ ଅଛିମାନେ ଚେହେରାର ଚମକ ଥିବ, ସେମିତି କିଛି ଗ୍ୟାରେଣ୍ଟି ନାହିଁ । ଫିଟନେସ ଓ ଚେହେରାର ଚମକ ଦୁଇଟି ଅଲଗାକଥା । ପୁଅଙ୍କ ଚେହେରାର  ଚମକ  ଝିଅଙ୍କୁ ପ୍ରେମରେ ପଡ଼ିବା ପାଇଁ ସାହାର୍ଯ୍ୟ କରିଥାଏ । ଚେହେରାକୁ ସଜେଇରଖିବା ଗୁଣକୁ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି ।

ଗରୀବଙ୍କୁ ସାହାର୍ଯ୍ୟଗୁଣ- ଗରୀବଙ୍କୁ ସାହାର୍ଯ୍ୟକରୁଥିବା ପୁଅଙ୍କୁ ମଧ୍ୟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । କାରଣ ଗରୀବଙ୍କୁ ସାହାର୍ଯ୍ୟ କରୁଥିବା ପୁଅଟିର ହୃଦୟ କୋମଳଥାଏ ବୋଲି ଝିଅମାନେ ବିଶ୍ଵାସ କରିଥାନ୍ତି ।

ଶାନ୍ତ-ସୁଧାର ବ୍ୟକ୍ତିତ୍ଵ – ଝିଅମାନେ ନିଶାବ୍ୟବହାର କରୁ ନଥିବା ଶାନ୍ତ-ସରଳ ପୁଅଙ୍କୁ ପସନ୍ଦ କରିଥାନ୍ତି । ଝିଅମାନେ ବ୍ୟକ୍ତିତ୍ଵଥିବା ପୁଅଟିଏକୁ ନିଜର ମନର ମଣିଷରୂପେ ପାଇବାକୁ ଇଛା କରିଥାନ୍ତି ।

ଝିଅଙ୍କୁ ଏହିସବୁ ଜିନିଷଥିବା ପୁଅମାନଙ୍କୁ ପସନ୍ଦ କରନ୍ତି ।

   Related Posts