Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ପ୍ୟାରିସ୍‌ ନୁହେଁ କି ସିଙ୍ଗାପୁର ନୁହେଁ.. ଜାଣନ୍ତୁ ଦୁନିଆର ସବୁଠୁ ଦାମୀ ସହରର ନାମ..

1/12/2021 at 2:53 PM

ନୂଆଦିଲ୍ଳୀ ୦୧।୧୨ : ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ଦୁନିଆର ସବୁଠାରୁ ଦାମୀ ସହରର ଲିଷ୍ଟ ପ୍ରକାଶ କରିଛି । ଏହି ଲିଷ୍ଟ ବିଷୟରେ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇ ଯିବେଯେ ଇସ୍ରାଏଲ ତେଲ ଅଭିଭି ସହରର ଏପର୍ଯ୍ୟନ୍ତ ଶୀର୍ଷରେ ଅଛି । ତେବେ ବୁଧବାର ଦିନ ଏକ ସର୍ଭେରୁ ପ୍ରକାଶ ହୋଇଛି ଯେ ତେଲ ଆଭିଭି ଦୁନିଆର ସବୁଠୁ ଦାମୀ ସହରର ଅଟେ । ଯେଉଁଠାରେ ଜୀବନ ଯାପନ କରିବାରେ ମୂଲ୍ୟ ବୃଦ୍ଧି କରିଥାଏ । ଅନ୍ୟପଟେ ଏହି ମହଙ୍ଗା ତଥା ଦାମୀ ସହର ମଧ୍ୟରେ ପ୍ୟାରିସ୍‌ ଓ ସିଙ୍ଗାପୁର ଦୁହେଁ ଦ୍ବିତୀୟ ସ୍ଥାନରେ ରହିଛି । ଏଥି ସହିତ, ଦମିସକରେ ରହିବା ପାଇଁ ଦୁନିଆର ସବୁଠାରୁ ଶସ୍ତା ସହର ବୋଲି ବେବଚନା କରାଯାଏ ।

ପ୍ରଥମ ଥର ପାଇଁ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ (EIU) ଦ୍ୱାରା ଶୀର୍ଷରେ ରଖିବା ପାଇଁ ଇସ୍ରାଏଲ୍ ସହର ପାଞ୍ଚଟି ସ୍ଥାନକୁ ରଖାଯାଇଛି । ୱାର୍ଲଡ୍‌ ୱାଇଡ୍‌ କାଷ୍ଟ ଅଫ୍‌ ଲଭିଂ ଇଡେକ୍ସରେ ୧୭୩ଟି ସହରକୁ ବାସ୍ତୁ ଏବଂ ସେବା ପାଇଁ ଆମେରିକୀୟ ଡଲାରର ମୂଲ୍ୟ ତୁଳନା କରିବା ନେଇ ସଂକଳିତ କରାଯାଇଛି । ଅନ୍ୟପଟେ ସାମଗ୍ରୀ ଏବଂ ଦ୍ରବ୍ୟର ମୂଲ୍ୟ ବଢୁଥିବା ହେତୁ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହି ବର୍ଷର ତଥ୍ୟକୁ ସଂଗ୍ରହ କରାଯାଇଥିଲା।

ତେବେ ଏହି ତାଲିକାରେ ପ୍ୟାରିସ୍ ଏବଂ ସିଙ୍ଗାପୁର ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ପରେତା’ପରେ ଜ୍ୟୁରିଖ ଏବଂ ହଂକଂ । ଏବଂ ଷଷ୍ଠ ସ୍ଥାନରେ ନ୍ୟୁୟର୍କର ନାଁ ରହିଛି । ସ୍ୱିଜରଲ୍ୟାଣ୍ଡର ଜେନେଭା ସପ୍ତମ ସ୍ଥାନରେ ପହଞ୍ଚିଛି। ଅଷ୍ଟମ ସ୍ଥାନରେ କୋପେନହେଙ୍ଗନ, ନବମ ସ୍ଥାନରେ ଲସ୍ ଆଞ୍ଜେଲସ୍ ଏବଂ ଦଶମ ସ୍ଥାନରେ ଜାପାନର ଓସାକା ସହର ରହିଛି । ଗତ ବର୍ଷ ପ୍ୟାରିସ, ଜ୍ୟୁରିକ ଏବଂ ହଂକଂ ମିଳିତ ଭାବେ ସର୍ଭେର ପ୍ରଥମ ସ୍ଥାନରେ ଥିଲେ ।

   Related Posts