Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

କ’ଣ ଖାଆନ୍ତି ସ୍ଲିମ୍ ଟ୍ରିମ୍ ଫିଗର ମେଣ୍ଟେନ୍ କରୁଥିବା ମାନୁଷୀ ଛିଲ୍ଲାର : ଜାଣନ୍ତୁ

9/03/2019 at 4:44 PM

ମୁମ୍ବାଇ ୯/୩: ୨୦୧୭ରେ ଦେଶରେ ମିସ୍ ଓ୍ବାଲ୍ଡ୍ ଜିତିଥିବା ମାନୁଷୀ ଛିଲ୍ଲାର ନିଜକୁ ସୁସ୍ଥ ଏବଂ ହେଲଦି ରଖିବା ପାଇଁ ନିଜ ସେକ୍ସି ଫିଗର ମେଣ୍ଟେନ୍ କରିବା ପାଇଁ ଓ୍ବାର୍କ ଆଉଟ୍ ସହ ଖାଇବା ପିଇବା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଫିଟନେସ୍ ସିକ୍ରେଟ ବିଷୟରେ

ମାନୁଷୀଙ୍କ ଦିନର ଆରମ୍ଭ ଏକ ଗ୍ଲାସ୍ ନଖ ଉଷୁମ ପାଣିରୁ ହୋଇଥାଏ। ଯେଉଁଥିରେ ସେ ଖଣ୍ଡେ ଲେମ୍ବୁ ମିଶାଇ ପିଅନ୍ତୁ। ଏପରି କରିବା ଦ୍ବାରା ଶରୀରରୁ ହାନିକାରକ ବିଷାକ୍ତ ବାହାରି ଯାଇଥାଏ।

ମାନୁଷୀ କହନ୍ତି ବ୍ରେକଫାଷ୍ଟ୍ ଆମ ଦିନର ପ୍ରଥମ ଏବଂ ମୁଖ୍ୟ ଖାଦ୍ୟ ହୋଇଥାଏ ଯାହାକୁ ବିଲକୁଲ ନଜରଅନ୍ଦାଜ କରିବା ଅନୁଚିତ୍। ମାନୁଷୀଙ୍କ ବ୍ରେକଫାଷ୍ଟ ପ୍ଲେଟ୍ ପ୍ରୋଟିନ୍ ଏବଂ କାର୍ବୋହାଇଡେଟରେ ପୂର୍ଣ୍ଣ ହୋଇଥାଏ। ସକାଳ ଜଳଖିଆରେ ମାନୁଷୀ ଏଭକାଡୋ,କନ୍ଦମୂଳ ଏବଂ ଅଣ୍ଡାର ଧଳା ଅଂଶ ଖାଇବାକୁ ପସନ୍ଦ କରନ୍ତି। ଏହା ଦ୍ବାରା ତାଙ୍କ ଶରୀରକୁ ଦିନସାରା ଶକ୍ତି ମିଳିଥାଏ।

ଲଞ୍ଚ ପୂର୍ବରୁ ହାଲୁକା ସ୍ନାକ୍ସ ଭାବେ ମାନୁଷୀ ୧କପ୍ ବ୍ଲାକ୍ କଫି ସହ କୈାଣସି ଗୋଟିଏ ଫଳ କିମ୍ବା ନଡ଼ିଆ ପାଣି ପିଇବାକୁ ପସନ୍ଦ କରନ୍ତି। ନଡ଼ିଆ ତେଲ ଅନ୍ତ୍ର ଏବଂ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ତ୍ବଚାରେ ଚମକ ଆଣିଥାଏ।

ଲଞ୍ଚ କଥା କହିବା ଯଦି ମାନୁଷୀଙ୍କ ଲଞ୍ଚ ଏକଦମ୍ ଦେସୀ ହୋଇଥାଏ ଏବଂ ସେ ଦିନବେଳା ଖାଇବାରେ ରୁଟି,ଡାଲି,ଚିକେନ୍ ସହ ଦହି,ସାଲାଡ ଖାଇବାକୁ ପସନ୍ଦ କରନ୍ତି।  

   Related Posts