ଜରାଜୀର୍ଣ୍ଣ ପାର୍ବତୀ ଗିରି ମାତୃ ନିକେତନ, ଭଙ୍ଗିଗଲାଣି ସ୍କୁଲ ଘର ପିଲା ହନ୍ତସନ୍ତ
4/09/2018 at 10:58 PM

ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ପରିଚିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ବାରା ପ୍ରତିଷ୍ଠିତ ସ୍କୁଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବରଗଡ଼ ଜିଲ୍ଲା ପାଇକମାଳରେ ପ୍ରତିଷ୍ଠିତ ଏହି ସ୍କୁଲର ଦୟନୀୟ ସ୍ଥିତି ଦେଖିଲେ ଏବେ ଦୁଃଖ ଲାଗେ ।ସରକାରଙ୍କ ନଜର ଅଢୁଆଳରେ ରହିଯାଇଛି ଏହି ସ୍କୁଲ ।
Related Posts
କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍ : ଜଣେ ମୃତ, ୨୬ ଆହତ
25 February 2021