Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜରାଜୀର୍ଣ୍ଣ ପାର୍ବତୀ ଗିରି ମାତୃ ନିକେତନ, ଭଙ୍ଗିଗଲାଣି ସ୍କୁଲ ଘର ପିଲା ହନ୍ତସନ୍ତ

4/09/2018 at 10:58 PM

ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ପରିଚିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ବାରା ପ୍ରତିଷ୍ଠିତ ସ୍କୁଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ବରଗଡ଼ ଜିଲ୍ଲା ପାଇକମାଳରେ ପ୍ରତିଷ୍ଠିତ ଏହି ସ୍କୁଲର ଦୟନୀୟ ସ୍ଥିତି ଦେଖିଲେ ଏବେ ଦୁଃଖ ଲାଗେ ।ସରକାରଙ୍କ ନଜର ଅଢୁଆଳରେ ରହିଯାଇଛି ଏହି ସ୍କୁଲ ।

   Related Posts