ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ
20/08/2018 at 3:53 PM

ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ମା ପାଟଣେଶ୍ବରୀ ଓ ମା ସମଲେଶ୍ବରୀଙ୍କ ରାଶିନକ୍ଷତ୍ର ଅନୁଯାୟୀ ଲଗ୍ନ ଧାର୍ଯ୍ୟ ସରିଛି । ବଲାଙ୍ଗିରରେ ଘରେ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ହେଲେ ଚଳିତ ବର୍ଷ ବର୍ଷା କମ୍ ହୋଇଥିବାରୁ ନୂଆଖାଇକୁ ନେଇ ଚାଷୀ ଖୁସି ହୋଇପାରୁନି ।
Related Posts
କେବେ ହେବ ମାନସିକ ବିକୃତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ?
19 May 2022