Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପଶ୍ଚିମବଙ୍ଗରେ ତ୍ରୁଣମୁଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଟଏମସି ୨୪ ଓ ବିଜେପି ୧୭ଟି ଆସନରେ ଆଗୁଆ

23/05/2019 at 11:48 AM

ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗରେ ଆଉ କିଛି ସମୟ ମଧ୍ୟରେ ନିର୍ବାଚନ ଫଳାଫଳ ଆସିବ । ଚଳିତଥର ପଶ୍ଚିମବଙ୍ଗରେ ବିଜୟୀ ହେବା ପାଇଁ ବିଜେପି ପୁରା ଦମ୍ ଲଗାଇ ଦେଇଥିଲା । ମମତା ବାନାର୍ଜୀ ନିଜ ଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇଥିଲେ । ପଶ୍ଚିମବଙ୍ଗରେ ୪୨ ଆସନ ମଧ୍ୟରୁ ଟଏମସି ୨୪ ଓ ବିଜେପି ୧୭ଟି ଆସନରେ ଆଗୁଆ ରହିଛି ।

   Related Posts