ପଶ୍ଚିମବଙ୍ଗରେ ତ୍ରୁଣମୁଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଟଏମସି ୨୪ ଓ ବିଜେପି ୧୭ଟି ଆସନରେ ଆଗୁଆ

Published By : Prameya-News7 Bureau | May 23, 2019 IST

ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗରେ ଆଉ କିଛି ସମୟ ମଧ୍ୟରେ ନିର୍ବାଚନ ଫଳାଫଳ ଆସିବ । ଚଳିତଥର ପଶ୍ଚିମବଙ୍ଗରେ ବିଜୟୀ ହେବା ପାଇଁ ବିଜେପି ପୁରା ଦମ୍ ଲଗାଇ ଦେଇଥିଲା । ମମତା ବାନାର୍ଜୀ ନିଜ ଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇଥିଲେ । ପଶ୍ଚିମବଙ୍ଗରେ ୪୨ ଆସନ ମଧ୍ୟରୁ ଟଏମସି ୨୪ ଓ ବିଜେପି ୧୭ଟି ଆସନରେ ଆଗୁଆ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.