Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଓଡିଶାରେ ପଶ୍ଚିମବଙ୍ଗ ବସ୍ ଅଟକ : ନିର୍ବାଚନ ପାଇଁ ସମ୍ବଲପୁରରୁ ଲୋକ ନେବାକୁ ଆସିଥିଲା

24/04/2021 at 11:08 AM

ପାଟଣା ୨୪।୪: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିକଟରୁ ପଶ୍ଚିମବଙ୍ଗର ଏକ ଯାତ୍ରୀବାହୀ ବସ୍ କୁ ଅଟକ ରଖିଛି ପରିବହନ ବିଭାଗ । କରୋନା ସମୟରେ ବିନା ପରମିଟ୍ ରେ ଓଡ଼ିଶା ସୀମାକୁ ଆସିଥିବାରୁ ପରିବହନ ବିଭାଗ ଅଟକ ରଖିଛି । ଏଥିସହ ଗାଡିର ଡ୍ରାଇଭର ଓ ହେଲପରକୁ ତୁରୁମୁଙ୍ଗା ଥାନାରେ ଅଟକ ରଖିଛି ପରିବହନ ବିଭାଗ ।

ସୂଚନାଯୋଗ୍ୟ ଯେ, ଯାତ୍ରୀବାହୀ ବସ୍ ଟି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କୋଲାଘାଟରୁ ସମ୍ବଲପୁରରୁ ଲୋକଙ୍କୁ ଆଣିବାକୁ ଯାଉଥିଲା । ଏହି ସମୟରେ ତୁରୁମୁଙ୍ଗାଠାରେ ପରିବହନ ବିଭାଗ ବସଟିକୁ ଅଟକ ରଖିଥିବା କେନ୍ଦୁଝର ପରିବନ ବିଭାଗ ପକ୍ଷରୁ ସୂଚନାମିଳିଛି ।

   Related Posts