Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଡୋପ୍ ଟେଷ୍ଟରେ ସୀମା ଫେଲ୍ , ୪ବର୍ଷ ସସ୍‌ପେଣ୍ଡ କଲା NADA

28/12/2019 at 2:25 PM

ନୂଆଦିଲ୍ଲୀ ୨୮।୧୨: ନ୍ୟାସନାଲ  ଆଣ୍ଟି ଡୋପିଂଗ୍ ଏଜେନ୍ସୀ (NADA) ପକ୍ଷରୁ ଶନିବାର ଭାରୋତ୍ତଳନକାରୀ ସୀମାଙ୍କ ଉପରେ ୪ବର୍ଷ କଟକଣା ଲଗାଇଛି । ଏହି ୪ବର୍ଷ ସେ ଭାରୋତ୍ତଳନରୁ ଦୁରେଇ ରହିବେ । ସୀମା ଡୋପ୍ ଟେଷ୍ଟରେ ଫେଲ ହୋଇଥିବାରୁ ତାଙ୍କ ଉପରେ ଏପରି ପ୍ରତିବନ୍ଧକ ଲଗାଇଛି ନାଡା । ୨୦୧୭ ମସିହା କମନଓ୍ବେଲଥ ଗେମ୍‌ରେ  ଭାରତକୁ ରୌପ୍ୟ ପଦକ ଜିତିଥିଲେ । ସେହପରି ୨୦୧୮ରେ ଗୋଲ୍ଡ କୋଷ୍ଟ କମନଓ୍ବେଲଥ ଖେଳରେ ୭୫କେଜି ମହିଳା ବର୍ଗରେ ୬ଷ୍ଠ ତମ ସ୍ଥାନରେ ରହିଥିଲେ ।

ନାଡ଼ା ପକ୍ଷରୁ ଏକ ଆଧିକାରିକ ବୟାନ ଜାରି କରାଯାଇଛି । ୨୦୧୯ରେ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଥିବା ୩୪ତମ ନ୍ୟାସନାଲ ଭାରୋତ୍ତଳନ ଚମ୍ପିଆନସିପ୍‌ ସମୟରେ  ଡୋପ୍ ଟେଷ୍ଟ କରାଯାଇଥିଲା । ଏହି ଚମ୍ପିଆନସିପରେ ସେ ନିଜର ପ୍ରଦର୍ଶନ ଭଲ କରିବା ପାଇଁ କିଛି ପଦାର୍ଥର ସେବନ କରିଥିବା ସନ୍ଦେହ ମଧ୍ୟ କରାଯାଉଛି ।  ତେଣୁ ୨୦୧୯ରେ ଓ୍ବାଡା ପକ୍ଷରୁ ନିଆଯାଇଥିବା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୀମାଙ୍କ ଉପରେ ନାଡାର ଡୋପିଂଗ ଅନୁଶାସନ ପ୍ୟାନେଲ ଶୁଣାଣି କରି ୪ବର୍ଷ ପାଇଁ ନିଲମ୍ବିତ କରଯାଇଛି । ସୀମା

   Related Posts